ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ଗୋଟିଏ ଦିନରେ ସର୍ବାଧିକ 52,123 ଆକ୍ରାନ୍ତ ଚିହ୍ନଟ । 775 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15,83,792କୁ ବୃଦ୍ଧି । ସେପଟେ 34,968 ଛୁଇଁଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତଙ୍କ ମଧ୍ୟରେ 10,20,582 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 5,28,242ଟି ସକ୍ରିୟ ମାମଲା ରହିଛି ।
ଦେଶରେ ବେକାବୁ କୋରୋନା: ଦିନକରେ 52,123 ଆକ୍ରାନ୍ତ ଚିହ୍ନଟ - ଦିନକରେ 48,513 ଆକ୍ରାନ୍ତ ଚିହ୍ନଟ

09:42 July 30
ଦେଶରେ ବେକାବୁ କୋରୋନା: ଦିନକରେ 52,123 ଆକ୍ରାନ୍ତ ଚିହ୍ନଟ
06:04 July 30
ଦେଶରେ 34,193 ଛୁଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 48,513 ଜଣ ଆକ୍ରାନ୍ତ ଚିହ୍ନଟ । 768 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15,31,669କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା 34,193 ।
ଆକ୍ରାନ୍ତଙ୍କ ମଧ୍ୟରୁ 5,09,447ଟି ସକ୍ରିୟ ମାମଲା ଥିବାବେଳେ 9,88,030 ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ।