ETV Bharat / bharat

ଦେଶରେ 34,193 ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : Jul 29, 2020, 6:17 AM IST

Updated : Jul 29, 2020, 10:45 AM IST

ଦିନକରେ 47,704 ଆକ୍ରାନ୍ତ, 654 ମୃତ
ଦିନକରେ 47,704 ଆକ୍ରାନ୍ତ, 654 ମୃତ

10:44 July 29

ଦେଶରେ 34,193 ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ 768 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 34,193 ଛୁଇଁଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15.31 ଲକ୍ଷରେ ପହଞ୍ଚିଛି । ସେଥିମଧ୍ୟରୁ 5,09,447ଟି ସକ୍ରିୟ ମାମଲା ଥିବାବେଳେ 9,88,030 ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ।  

06:10 July 29

ଦିନକରେ 47,704 ଆକ୍ରାନ୍ତ, 654 ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । 24ଘଣ୍ଟାରେ 47,704ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,83,157ରେ ପହଞ୍ଚିଛି । ସେପଟେ ଦିନକରେ 654 ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟ  33,425କୁ ବୃଦ୍ଧି ପାଇଛି ।  

ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 9,52,744 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,96,988ଟି ସକ୍ରିୟ ମାମଲା ରହିଛି ।

Last Updated : Jul 29, 2020, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.