ETV Bharat / bharat

କୋରୋନା କାଳ: ଦେଶରେ 14 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୋନା କାଳ: ଦେଶରେ 32 ହଜାର ଟପିଲା ମୃତ୍ୟୁ ସଂଖ୍ୟା

author img

By

Published : Jul 27, 2020, 6:21 AM IST

Updated : Jul 27, 2020, 9:16 AM IST

09:15 July 27

କୋରୋନା କାଳ: ଦେଶରେ 14 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । 24ଘଣ୍ଟାରେ 49,931ଜଣ ଆକ୍ରାନ୍ତ ହୋଇଥିବାରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା 14,35,453ରେ ପହଞ୍ଚିଛି । ସେପଟେ ଦିନକରେ 708 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟ  32,771କୁ ବୃଦ୍ଧି ପାଇଛି ।  

ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 9,17,568 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,85,114ଟି ସକ୍ରିୟ ମାମଲା ରହିଛି । 

06:08 July 27

କୋରୋନା କାଳ: ଦେଶରେ 32 ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । 24ଘଣ୍ଟାରେ 48ହଜାର 661 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 705ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନ ସୁଦ୍ଧା ଦେଶରେ 13,85,522 ଟି ପଜେଟିଭ ମାମଲା ରହିଥିବାବେଳେ 32,063 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ 4,67,882ଟି ସକ୍ରିୟ ମାମଲା ରହିଛି । ସେହିପରି 8,85,577ଜଣ ଆରୋଗ୍ୟ ହୋଇଛନ୍ତି । 

Last Updated : Jul 27, 2020, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.