ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ଦେଶରେ ବଢିଚାଲିଛି । 24ଘଣ୍ଟାରେ 48ହଜାର916ଟି କେସ ସାମ୍ନାକୁ ଆସିଛି ଓ 757ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନସୁଦ୍ଧା ଦେଶରେ 13,36,861ଟି ପଜିଟିଭ ମାମଲା ରହିଥିବାବେଳେ 4,56,071ଟି ସକ୍ରିୟ କେସ ରହିଛି ଓ 8,49,431ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟପଟେ 31 ହଜାର 358ଜଣଙ୍କ ମୃତ୍ୟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଦେଶରେ କୋରୋନା ଆତଙ୍କ: 31ହଜାର ଟପିଲା ମୃତକଙ୍କ ସଂଖ୍ୟା - unlock
10:16 July 25
24ଜୁଲାଇ ସୁଦ୍ଧା 1,58,49,068ଟି ନମୁନା ଟେଷ୍ଟ ହୋଇଛି । ତେବେ 24ଜୁଲାଇରେ 4ଲକ୍ଷ20ହଜାର898ଟି ନମୁନା ଟେଷ୍ଟ ହୋଇଥିବା ଆଇସିଏମର ପକ୍ଷରୁ ସୂଚନା ମିଳିଛି ।
07:24 July 25
ଦେଶରେ 13ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା ।