ନୂଆଦିଲ୍ଲୀ: ମହାମାରୀ କୋରୋନାର ମହସଙ୍କଟରେ ଦେଶ । ପୁଣି ଦିନକରେ 34,884 ଆକ୍ରାନ୍ତ ଚିହ୍ନଟ । 671 ମୃତ । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10,38,716 । ସେହିପରି ମୃତ୍ୟୁ ସଂଖ୍ୟା 26,273 । ଅନ୍ୟପଟେ 6,53,751 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 3,58,692 ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ଦିନକରେ 34,884 ଆକ୍ରାନ୍ତ, 671 ମୃତ
09:43 July 18
ଦେଶରେ ଦିନକରେ 34,884 ଆକ୍ରାନ୍ତ, 671 ମୃତ
06:18 July 18
ଦେଶରେ 10 ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ 10 ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 34,956 ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10,03,832କୁ ବୃଦ୍ଧି ପାଇଛି । ସେପଟେ ଦିନକରେ 687ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 25,602ରେ ପହଞ୍ଚିଛି । ଅନ୍ୟପଟେ 6,35,757 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 3,42,473 ଜଣ ସୁସ୍ଥ ହୋଇଛନ୍ତି ।