ETV Bharat / bharat

କୋରୋନା ଆତଙ୍କ: ଦେଶରେ 10 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରନା ଆତଙ୍କ: ଦେଶରେ 10ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jul 17, 2020, 10:16 AM IST

Updated : Jul 17, 2020, 11:40 AM IST

11:25 July 17

ଧିରେ ଧିରେ ଦେଶରେ ବଢୁଛି କୋରୋନା ଟେଷ୍ଟିଂ ସଂଖ୍ୟା । 16 ଜୁଲାଇରେ 3,33,228ଟି ନମୁନା ଟେଷ୍ଟ କରାଯାଇଛି ।

ଧିରେ ଧିରେ ଦେଶରେ ବଢୁଛି କୋରୋନା ଟେଷ୍ଟିଂ ସଂଖ୍ୟା
ଫଟୋ ସୌଜନ୍ୟ: ଟ୍ବିଟର@ICMRDELHI

16ଜୁଲାଇ ସୁଦ୍ଧା ଭାରତରେ ମୋଟ 1,30,72,718ଟି ନମୁନା ଟେଷ୍ଟ କରାଯାଇଛି । ତେବେ 16 ଜୁଲାଇରେ  3,33,228ଜଣଙ୍କ ନମୁନା ଟେଷ୍ଟ କରାଯାଇଥିବା ଆଇସିଏମଆର ସୂଚନା ଦେଇଛି ।  

07:13 July 17

ହୁହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 03 ହଜାର 832ରେ ପହଞ୍ଚିଛି ।

ନୂଆଦିଲ୍ଲୀ: ଦେଶରେ କୋରୋନା କାୟା ବିସ୍ତାର କରିଚାଲିଛି । ଦିନକରେ 34,956 ଆକ୍ରାନ୍ତ ବାହାରିବା ପରେ ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,03,832ରେ ପହଞ୍ଚିଛି । ଏପଟେ ଦିନକରେ 687ଜଣଙ୍କ ମୃତ୍ୟୁ ହୋଇଛି । 10,03,757 ସଂକ୍ରମିତଙ୍କ ମଧ୍ୟରେ 3,42,437ଟି ଆକ୍ଟିଭ କେସ ରହିଥିବାବେଳେ 6,35,757 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ କୋରୋନା 25 ହଜାର 602 ଜଣଙ୍କ ନେଲାଣି ଜୀବନ । 

Last Updated : Jul 17, 2020, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.