ETV Bharat / bharat

ଦେଶରେ ଦିନକରେ 32,695 ଆକ୍ରାନ୍ତ ଚିହ୍ନଟ, 606 ମୃତ

author img

By

Published : Jul 16, 2020, 7:07 AM IST

Updated : Jul 16, 2020, 9:48 AM IST

ଦେଶରେ ଦିନକରେ 29, 429 ଆକ୍ରାନ୍ତ ଚିହ୍ନଟ, 582 ମୃତ

09:47 July 16

ଦେଶରେ ଦିନକରେ 32,695 ଆକ୍ରାନ୍ତ ଚିହ୍ନଟ, 606 ମୃତ

ଦେଶରେ ଉଦବେଗଜନକ କୋରୋନା ସଂକ୍ରମଣ । 24 ଘଣ୍ଟାରେ ସର୍ବାଧିକ 32,695 ଆକ୍ରାନ୍ତ । ସେପଟେ ମହାମାରୀ ନେଲା ଆଉ 606 ଜୀବନ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9,68,876କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ଛୁଇଁଲା 24,915 । ସେହିପରି 6,12,815 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 3,31,146ଟି ସକ୍ରିୟ ମାମଲା ରହିଛି । 

06:11 July 16

ଦେଶରେ ବେକାବୁ ହେଉଛି କୋରୋନା । ଦିନକରେ 29, 429 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 582 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9,36,181କୁ ବୃଦ୍ଧି ପାଇଛି । ସେପଟେ ମୃତ୍ୟୁ ସଂଖ୍ୟା 24,309ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି 5,92,032 ।  3,19,840ଟି ରହିଛି ସକ୍ରିୟ ମାମଲା । 

Last Updated : Jul 16, 2020, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.