ETV Bharat / bharat

ଦେଶରେ 9 ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗୋଟିଏ ଦିନରେ 28,701 ଆକ୍ରାନ୍ତ ଚିହ୍ନଟ, 500 ମୃତ

author img

By

Published : Jul 14, 2020, 6:52 AM IST

Updated : Jul 14, 2020, 9:56 AM IST

09:55 July 14

ଦେଶରେ 9 ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ବେଲଗାମ ମହାମାରୀ କୋରୋନା । ପୁଣି 24 ଘଣ୍ଟାରେ  28,498 ଆକ୍ରାନ୍ତ ଚିହ୍ନଟ । 553 ମୃତ । 9,06,752ଛୁଇଁଲା  ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା 23, 727କୁ ବୃଦ୍ଧି । ସେପଟେ ସମୁଦାୟ 5,71,460 ଜଣ ସୁ୍ସ୍ଥ ହୋଇ ଘରକୁ ଫେରିଥିବାବେଳେ 3,11,565ଟି ସକ୍ରିୟ ମାମଲା ରହିଛି । 

06:07 July 14

ଗୋଟିଏ ଦିନରେ 28,701 ଆକ୍ରାନ୍ତ ଚିହ୍ନଟ, 500 ମୃତ

ନୂଆଦିଲ୍ଲୀ: ମହାମାରୀର ମହାସଙ୍କଟରେ ଭାରତ । ପୁଣି 24 ଘଣ୍ଟାରେ 28,701 ଆକ୍ରାନ୍ତ ଚିହ୍ନଟ । 500 ମୃତ । ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା 8, 78,254 କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ଛୁଇଁଲା 23,174 । ସେପଟେ 5,53,471 ଜଣ ସୁସ୍ଥ ହୋଇଥିବାବେଳେ 3,01,609ଟି ସକ୍ରିୟ ମାମଲା ରହିଛି ।

Last Updated : Jul 14, 2020, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.