ETV Bharat / bharat

ଦିନକରେ 28,701 ଆକ୍ରାନ୍ତ ଚିହ୍ନଟ, 500 ମୃତ

author img

By

Published : Jul 13, 2020, 6:14 AM IST

Updated : Jul 13, 2020, 9:52 AM IST

ଦିନକରେ 28,637 ଆକ୍ରାନ୍ତ ଚିହ୍ନଟ, 551 ମୃତ
ଦିନକରେ 28,637 ଆକ୍ରାନ୍ତ ଚିହ୍ନଟ, 551 ମୃତ

09:51 July 13

ଦିନକରେ 28,701 ଆକ୍ରାନ୍ତ ଚିହ୍ନଟ, 500 ମୃତ

ମହାମାରୀର ମହାସଙ୍କଟରେ ଭାରତ । ପୁଣି 24 ଘଣ୍ଟାରେ 28,701 ଆକ୍ରାନ୍ତ ଚିହ୍ନଟ । 500 ମୃତ । ଫଳରେ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା 8, 78,254 । ମୃତ୍ୟୁ ସଂଖ୍ୟା ଛୁଇଁଲା 23,174କୁ ବୃଦ୍ଧି । ସେପଟେ 5,53,471 ଜଣ ସୁସ୍ଥ ହୋଇଥିବାବେଳେ 3,01,609ଟି ସକ୍ରିୟ ମାମଲା ରହିଛି । 

06:04 July 13

ଦିନକରେ 28,637 ଆକ୍ରାନ୍ତ ଚିହ୍ନଟ, 551 ମୃତ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କୋରୋନା । ଦିନକରେ ସର୍ବାଧିକ ରେକର୍ଡ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ 28,637 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 551 ଜଣଙ୍କର ମୃତ୍ୟୁ ଘଟିଛି ।  

ଫଳରେ 8,49,553 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା 22,674କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ 2,92,258ଟି ସକ୍ରିୟ ମାମଲା ରହିଥିବାବେଳେ 5,34,621ଜଣ ସୁସ୍ଥ ହୋଇଛନ୍ତି ।

Last Updated : Jul 13, 2020, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.