ETV Bharat / bharat

ପରିବାର ସହ ଭେଙ୍କେଟେଶ୍ବରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ - tirupati

ଭଗବାନ ଭେଙ୍କେଟେଶ୍ବରଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନ। 2019 ଲୋକସଭା ନିର୍ବାଚନରେ ଏନଡିଏର ମେଣ୍ଟର ଦ୍ବିତୀୟ ଥର ପାଇଁ ବିପୁଳ ବିଜୟ ପରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଭେଙ୍କେଟେଶ୍ବରଙ୍କ ଆର୍ଶୀବାଦ ନେଇଛନ୍ତି।

ଫାଇଲ ଫଟୋ
author img

By

Published : Jun 14, 2019, 1:50 PM IST

ତିରୁପତି: ଭଗବାନ ଭେଙ୍କେଟେଶ୍ବରଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବନ। କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ଦ୍ବିତୀୟ ଥର ପାଇଁ ବିପୁଳ ମାତ୍ରାରେ ବିଜୟ ପରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଭେଙ୍କେଟେଶ୍ବର ଭଗବାନଙ୍କ ଆର୍ଶୀବାଦ ନେଇଛନ୍ତି।

ମନ୍ଦିର ଦର୍ଶନର ଅନୁଭୂତି ଖୁବ ନିଆରା ଥିଲା । ମୁଁ ଓ ମୋର ପରିବାର ବହୁତ ଦିନ ତଳେ ଏହି ମନ୍ଦିର ଦର୍ଶନରେ ଆସିଥିଲୁ । ସମସ୍ତେ ମନରେ କିଛି ଆଶା ଆକାକ୍ଷାଂ ନେଇ ଏହି ମନ୍ଦିରକୁ ଆସିଥାନ୍ତି ବୋଲି ପାଶ୍ବନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଖବର ଅନୁଯାୟୀ, ମେ 30 ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ପାଶ୍ବନ ଶପଥ ନେଇଥିଲେ। ତେବେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ପାଶ୍ବନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ବିହାରର 6ଟି ଲୋକସଭା ଆସନରେ ବାଜିମାତ କରିଛି। ପୂର୍ବରୁ ଜୁନ 9 ତାରିଖରେ ପ୍ରଧାନମନ୍ତ୍ରୀ ତିରୁପତି ଗସ୍ତରେ ଯିବାସହ ଭଗବାନ ଭେଙ୍କେଟେଶ୍ବରଙ୍କ ଆର୍ଶୀବାଦ ନେଇଛନ୍ତି।

Intro:Body:

dhdhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.