ETV Bharat / bharat

କେଜ୍ରିୱାଲଙ୍କୁ ଅମିତ ଶାହଙ୍କ ଟାର୍ଗେଟ, କହିଲେ ମିଛୁଆ ନମ୍ବର ୱାନ - Union Home Minister Amit Shah

ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । କେଜ୍ରିୱାଲଙ୍କୁ ମିଛ କହିବାରେ ଏକ ନମ୍ବର ବୋଲି କହିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିରେ ଆପ୍‌ ସରକାର ଦିଲ୍ଲୀରେ ଫେଲ ହୋଇଥିବା ସେ ଦର୍ଶାଇଛନ୍ତି ।

delhi election
କେଜ୍ରିୱାଲଙ୍କୁ ଅମିତ ଶାହଙ୍କ ଟାର୍ଗେଟ, କହିଲେ ମିଛୁଆ ନମ୍ବର ୱାନ
author img

By

Published : Jan 27, 2020, 9:59 AM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । କେଜ୍ରିୱାଲଙ୍କୁ ମିଛ କହିବାରେ ଏକ ନମ୍ବର ବୋଲି କହିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିରେ ଆପ୍‌ ସରକାର ଦିଲ୍ଲୀରେ ଫେଲ ହୋଇଥିବା ସେ ଦର୍ଶାଇଛନ୍ତି ।

କେଜ୍ରିୱାଲ 500 ବିଦ୍ୟାଳୟ ତିଆରି କରିବେ ବୋଲି କହିଥିଲେ, କେତେ ତିଆରି କରିଛନ୍ତି । 50 ମହାବିଦ୍ୟାଳୟ କରିବେ ବୋଲି ପ୍ରତିଶୃତି ଦେଇଥିବାବେଳେ କେତେ କରିଛନ୍ତି ଜବାବ ଦିଅନ୍ତୁ ବୋଲି ଅମିତ ଶାହ ପ୍ରଶ୍ନ କରିଛନ୍ତି । ସେହିପରି 15 ଲକ୍ଷ ସିସିଟିଭି ଲଗାଇବେ ବୋଲି ଦେଇଥିବା ପ୍ରତିଶୃତି କୁଆଡେ ଗଲା ବୋଲି ସେ, କେଜ୍ରିୱାଲଙ୍କୁ ପଚାରିଛନ୍ତି ।

ରବିବାର ଉତ୍ତର ପୂର୍ବ ଲୋକସଭା ଆସନର ବାବରପୁର ଓ ରୋହତାଶ ନଗର ବିଧାନସଭା ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବା ସମୟରେ ଗୃହମନ୍ତ୍ରୀ ଏପରି କହିଛନ୍ତି । ଏହାସହ ରୋହତାଶ ନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ମହାଜନ ଓ ବାବରପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ନରେଶ ଗୌଡଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି ।

Intro:उत्तर पूर्वी दिल्ली : केंद्रीय गृह मंत्री अमित शाह ने रविवार को उत्तर पूर्वी लोकसभा क्षेत्र के बाबरपुर और रोहताश नगर विधानसभा में चुनावी जनसभा को संबोधित किया.इस दौरान उन्होंने रोहतास नगर से भाजपा प्रत्याशी जितेन्द्र महाजन और बाबरपुर से प्रत्याशी नरेश गौड़ के लिए जनता से वोट करने की अपील की.

Body:दिल्ली का भविष्य तय करेगा आपका वोट :
चुनावी जनसभा को संबोधित करते हुए गृहमंत्री अमित शाह ने कहा कि जब 8 फरवरी को मतदान करने जाएं तो ये सोचकर वोट दें कि आपका वोट आपका भविष्य तय करने वाला है. आने वाले दिनों में पीने का साफ पानी, सांस लेने की आजादी और दिल्ली को प्रदूषण से मुक्त कराने वाला और आपका भविष्य सवांरने वाला है. अमित शाह ने इस दौरान अरविंद केजरीवाल पर जोरदार निशाना साधा और कहा कि केजरीवाल सरकार शिक्षा में, स्वास्थ्य में, इन्फ्रांस्टक्चर में भले ही फेल हो, लेकिन झूठ बोलने में नम्बर 1 है. आज अभी अगर झूठ बोलने की प्रतिस्पर्धा हो तो वो नम्बर 1 है. उन्होंने कहा कि अरविंद केजरीवाल ने कहा था कि वो 500 स्कूल बनाएंगे, कितना बना सके जवाब दें, केजरीवाल ने कहा था कि 50 कालेज बनाएंगे, कितने बनाए इसका जवाब दें.केजरीवाल ने कहा था कि 15 लाख सीसीटीवी लगवाएंगे कितने लगवाए, बता दें. केजरीवाल ने कहा था फ्री वाई फाई देंगे, दिल्ली को साफ पानी देंगे, कितना दिया, इसका जवाब दें.
Conclusion:लोगों को भड़का रही विपक्षी पार्टियां :
जनसभा को संबोधित करते हुए गृहमंत्री अमित शाह ने शाहीनबाग को लेकर भी कांग्रेस और केजरीवाल पर निशाना साधा और कहा कि ये लोग लोगों को भड़काकर अपनी रोटी सेंक रहे हैं. उन्होंने लोगों से अपील की कि आप 8 फरवरी को इस तरह कमल का बटन दबाएं कि उसकी गूंज शाहनीबाग तक पहुंचें. क्योंकि पांच साल शासन करने के बाद भी जिस तरह केजरीवाल लोगों को बेवकूफ बना रहे हैं, वह हैरान करने वाला है.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.