ETV Bharat / bharat

କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରୀ କୋରୋନା ସଂକ୍ରମିତ

author img

By

Published : Aug 8, 2020, 10:02 PM IST

କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ କୋରୋନା ଆକ୍ରାନ୍ତ । ଏନେଇ ସେ ନିଜ ଫେସବୁକ୍ ପ୍ରୋଫାଇଲରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।

corona
କୃଷି ମନ୍ତ୍ରୀ କୈଳାଶ ଚୌଧୁରୀ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ କୋରୋନା ଆକ୍ରାନ୍ତ । ଏନେଇ ସେ ନିଜ ଫେସବୁକ୍ ପ୍ରୋଫାଇଲରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।

ସେ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଗତକାଲି ରାତିରେ ମୁଁ କୋରୋନା ଲକ୍ଷଣ ଅନୁଭବ କରିଥିଲି, ମୋର କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ହେବ ମୋ ଯୋଗାଯୋଗରେ ଆସିଥିଲେ ସେମାନେ ଆଇସୋଲେସନରେ ରହିବା ସହ କୋରୋନା ପରୀକ୍ଷା କରିନିଅନ୍ତୁ ।

ମୁଁ ମୋର ସମସ୍ତ ଶୁଭ ଚିନ୍ତକ ଏବଂ ଯେଉଁମାନେ ମୋର ଚିକିତ୍ସା କରୁଛନ୍ତି ସେମାନଙ୍କୁ ମୁଁ କୃତଜ୍ଞ ଜଣାଉଛି । ମୋର ସାମାନ୍ୟ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ସମସ୍ୟା ଏବଂ ଜ୍ୱର ଅଛି । ମୁଁ ଡାକ୍ତରଖାନାରେ ଚିକିତ୍ସାଧୀନରେ ଅଛି ବୋଲି ମନ୍ତ୍ରୀ ଫେସବୁକ ପୋଷ୍ଟରେ ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.