ETV Bharat / bharat

ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଏବଂ ପତ୍ନୀ ମେହଜବିନ କୋରୋନା ପଜିଟିଭ

author img

By

Published : Jun 5, 2020, 4:29 PM IST

କୋରୋନା କବଳରେ ସାରା ବିଶ୍ବ କବଳିତ ଥିବାବେଳେ ଏବେ ଏହାର ଶିକାରରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ ଓ ତାଙ୍କ ସ୍ତ୍ରୀ ମେହଜବିନ୍ ଶେଖ । ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ କରାଚିସ୍ଥିତ ଏକ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Underworld don Dawood Ibrahim and his wife Mahzabeen got corona
ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ ଏବଂ ପତ୍ନୀ ମେହଜବିନ କୋରୋନା ପଜିଟିଭ

ନୂଆଦିଲ୍ଲୀ: କୋରୋନା କବଳରେ ସାରା ବିଶ୍ବ କବଳିତ ଥିବାବେଳେ ଏବେ ଏହାର ଶିକାର ହୋଇଛନ୍ତି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍ ଓ ତାଙ୍କ ସ୍ତ୍ରୀ ମେହଜବିନ୍ ଶେଖ । ଏହି ଘଟଣା ଜଣାପଡିବା ପରେ ଦାଉଦର ସିକ୍ୟୁରିଟି ଏବଂ କର୍ମଚାରୀଙ୍କୁ କ୍ବାରେନଣ୍ଟାଇନ କରାଯାଇଛି । ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ କରାଚିସ୍ଥିତ ଏକ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଥାଉ କି, ଦାଉଦ ଇବ୍ରାହିମ ଦୀର୍ଘ ସମୟ ହେବ ପାକିସ୍ତାନରେ ନିଜ ପରିବାର ସହ ଲୁଚି ରହିଛି । ଏନେଇ ଭାରତ ବାରମ୍ବାର ପାକକୁ ପ୍ରମାଣ ଦେଇଥିଲେ ମଧ୍ୟ ପାକ୍ ଦେଶରେ ଦାଉଦର ଉପସ୍ଥିତିକୁ ଅସ୍ବୀକାର କରି ଆସୁଛି ।

ସେହିପରି ପାକିସ୍ତାନର କରାଚିରେ କ୍ରମାଗତ ଭାବରେ କୋରୋନା ମାମଲା ବୃଦ୍ଧି ପାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.