ETV Bharat / bharat

ଉଡୁପିର ଜନ୍ମାଷ୍ଟମୀରେ ମୁଖ୍ୟ ଆକର୍ଷଣ 'କୋ-ଭିଦା' - କୋ-ଭିଦା

ଉଡୁପିରେ ପ୍ରତିବର୍ଷ ଶହ ଶହ ଲୋକ ଭିନ୍ନ ଭିନ୍ନ ପୋଷାକରେ ନିଜକୁ ସଜାଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଅତି ଧୂମଧାମରେ ପାଳନ କରିଥାନ୍ତି । ଅଧିକ ପଢନ୍ତୁ...

ଉଡୁପିରେ ନିଆରା ଢଙ୍ଗରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ, 'କୋ-ଭିଦା' ଥିଲା ମୁଖ୍ୟ ଆକର୍ଷଣ

author img

By

Published : Sep 12, 2020, 3:40 PM IST

Updated : Sep 12, 2020, 5:20 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପିରେ ପ୍ରବଳ ବର୍ଷା ଓ କୋଭିଡ ନିୟମ ମଧ୍ୟରେ ପାଳନ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ । ଜନମାଷ୍ଟମୀର ପରଦିନ ଭିତଲାପିଣ୍ଡି ଭାବରେ ପାଳନ କରାଯାଏ ।

ଉଡୁପିର ଜନ୍ମାଷ୍ଟମୀରେ ମୁଖ୍ୟ ଆକର୍ଷଣ 'କୋ-ଭିଦା'

ପ୍ରତିବର୍ଷ ଶହ ଶହ ଲୋକ ଭିନ୍ନ ଭିନ୍ନ ପୋଷାକରେ ନିଜକୁ ସଜାଇ ବିଭିନ୍ନ ନାଟକ ପରିବେଶଣ କରିଥାନ୍ତି । କିନ୍ତୁ ଚଳିତବର୍ଷ କୋରୋନା ନିୟମକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଲୋକ ଏହି ନାଟକ ପରିବେଷଣ କରିଛନ୍ତି ।

ଉଡୁପି କଳାକାର ରମଣଜୀଙ୍କୁ 'କୋ-ଭିଦା' ପୋଷାକରେ ଦେଖିବାକୁ ମିଳିଥିଲା ଏବଂ ସେ କୋରୋନା ଉପରେ ଏକ ବାର୍ତ୍ତା ଦେଇଥିଲେ । ସେ କୋରୋନା, କୋରୋନା ସମୟ ଏବଂ ପୋଷ୍ଟ କୋରୋନା ପିରିୟଡ ଉପରେ ଏକ ବାର୍ତ୍ତା ଦେଇଥିଲେ । ପ୍ରତିବର୍ଷ ସେ ଏହି ପୋଷାକରେ ଅର୍ଜିତ ଟଙ୍କା ମାଧ୍ୟମରେ ଅଭାବୀ ଏବଂ ଅସୁସ୍ଥ ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ଏହା ତାଙ୍କର ଅଷ୍ଟମ ବର୍ଷ ଏବଂ ସେ ରୋଜଗାରକୁ ଭଗବାନ କୃଷ୍ଣଙ୍କୁ ଉତ୍ସର୍ଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2020, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.