ETV Bharat / bharat

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବାକୁ ଧମକ - ଉଦ୍ଧବ ଠାକରେଙ୍କ ବାସଭବନ

ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବା ନେଇ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ । ଦୁବାଇରୁ ଲ୍ୟାଣ୍ଡ୍‌ଫୋନ ଜରିଆରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ 4ଟି କଲ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବାକୁ ଧମକ

author img

By

Published : Sep 6, 2020, 7:03 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବା ନେଇ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ ଏହି କଲ ଆସିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବାନ୍ଦ୍ରା ସ୍ଥିତି ବାସଭବନକୁ ଏହି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ଦୁବାଇରୁ ଲ୍ୟାଣ୍ଡ୍‌ଫୋନ ଜରିଆରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ 4ଟି କଲ ଆସିଥିବା ଜଣାପଡିଛି ।

ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିଛି ମୁମ୍ବାଇ ପୋଲିସ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷାକୁ ବଢାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.