ETV Bharat / bharat

ମହାକାଶକୁ ଯାତ୍ରାରେ ଗଲେ ୟୁଏଇର ପ୍ରଥମ ମାନବ ମହାକାଶଚାରୀ - UAE send first astronant to space

ଗତ ଦୁଇ ବର୍ଷ ଧରି ମାନବ ଅନ୍ତରୀକ୍ଷ ମିଶନର ପ୍ରସ୍ତୁତି କରୁଥିବା ୟୁଏଇର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ପାଇଁ ନିଜର ପ୍ରଥମ ମହାକାଶଚାରୀଙ୍କୁ ପଠାଇଛି।

ଫାଇଲ ଫଟୋ
author img

By

Published : Sep 26, 2019, 12:55 PM IST

ନୂଆଦିଲ୍ଲୀ: ଅନ୍ତରୀକ୍ଷକୁ ଯାତ୍ରା କରିଛନ୍ତି ୟୁଏଇର ପ୍ରଥମ ମାନବ ମହାକାଶଚାରୀ । ବିଗତ ଦୁଇ ବର୍ଷ ଧରି ମାନବ ଅନ୍ତରୀକ୍ଷ ମିଶନର ପ୍ରସ୍ତୁତି କରୁଥିବା ୟୁଏଇର ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ପାଇଁ ନିଜର ପ୍ରଥମ ମହକାଶଚାରୀଙ୍କୁ ପଠାଇଛି।

ତେବେ ୟୁଏଇ ପ୍ରଥମ ଇସଲାମିକ ରାଷ୍ଟ୍ର ଯିଏ ମହାକାଶକୁ ନିଜର ମାନବ ମହାକଶଚାରୀ ପଠାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ବିଟ୍ ଜରିଆରେ ଏନେଇ ୟୁଏଇକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, 2022ରେ ଭାରତ ତାର ପ୍ରଥମ ମାନବକୁ ମହାକାଶ ପଠାଇବ । ଏହି ଯାତ୍ରାରୁ ଭାରତକୁ ପ୍ରେରଣା ମିଳିବ ।

ପୂର୍ବତନ ବାୟୁସେନା ପାଇଲଟ ହଜ୍ଜା-ଅଲ-ମଂସୁରୀ, ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ ଜେସିକା ମୀରା ଏବଂ ଋଷିଆନ୍ କସ୍ମୋନାଣ୍ଟ ଓଲେଗ ସ୍କ୍ରିପୋଚକା ୟୁଏଇ ପକ୍ଷରୁ ମହାକାଶ ଯାତ୍ରା କରିଛନ୍ତି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.