ETV Bharat / bharat

ହାଓଡା ରେଳ ଷ୍ଟେସନରେ କାଲକା ମେଲର 2ଟି ବଗି ଲାଇନଚ୍ୟୁତ - ପଶିମବଙ୍ଗର ହାଓଡା ରେଳ ଷ୍ଟେସନ

ବଡ ବିପଦରୁ ରକ୍କାଷାଲକା ମେଲ ଟ୍ରେନ । ହାଓଡା ରେଳ ଷ୍ଟେସନରେ ପ୍ରବେଶ କରିବା ମାତ୍ରେ 2ଟି ଡବା ହୋଇଥିଲା ଲାଇନଚ୍ୟୁତ ।

ଫଟୋ ସୌଜନ୍ୟ: ଇଟିଭି ଭରତ ବ୍ୟୁରୋ
author img

By

Published : Oct 20, 2019, 5:48 PM IST

କୋଲକତା: ପଶିମବଙ୍ଗର ହାଓଡା ରେଳ ଷ୍ଟେସନରେ ପ୍ରବେଶ କରୁଥିବା କାଲକା ମେଲର ଦୁଇଟି ଡବା ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ କେହି ମୃତାହତ ହୋଇଥିବା ଜଣାପଡିନାହିଁ । ଏହି ଘଟଣା ପରେ ରେଳ ଯାତାୟତ ଠପ ରହିଛି ।

ଦକ୍ଷିଣ-ପୂର୍ବ ରେଳ ଅଧିକାରୀଙ୍କ ସୂଚନାମୁତାବକ, ହାଓଡା ଷ୍ଟେସନ ପ୍ଲାଟଫର୍ମରେ ପ୍ରବେଶ କରିବା ମାତ୍ରକେ କାଲକା ମେଲର ସବୁଠୁ ପଛ ଡବା 2ଟି ଲାଇନଚ୍ୟୁତ ହୋଇଥିଲା । ଏହାପରଠାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ସୂଚନାନୂଯାୟୀ, ଏହି ଘଟଣା ଶନିବାର ବିଳମ୍ବିତ ରାତ୍ରୀରେ ଏହି ଘଟଣା ଘଟିଥିଲା । ରେଳ କର୍ମଚାରୀ ରବିବାର ସକାଳ 6.25 ସମୟରେ 2ଟି ଯାକ ଡବାକୁ ଦିନ ଦ୍ବିପହର ମଧ୍ୟରେ କନେକସନ କରିବାକୁ ସକ୍ଷମ ହୋଇଥିଲେ । ତେବେ କହିବାକୁ ଗଲେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.