ETV Bharat / bharat

ମୋବାଇଲ ଛଡାଉଥିଲେ, ଧରାପଡି ନିର୍ଧୁମ ଛେଚା ଖାଇଲେ 2 ଚୋର

author img

By

Published : Sep 29, 2020, 1:11 PM IST

ମୋବାଇଲ ଫୋନ ଚୋରି କରି ହରଡଗଣାରେ ଦୁଇ ଯୁବକ । ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ ।

two bikers beaten for snatching mobile phone
ଫୋନ ଝିଙ୍କିବା ବେଳେ ଧରାପଡିଲେ ଦୁଇ ଯୁବକ

ପାଟନା: ମୋବାଇଲ ଫୋନ ଛଡାଇବାକୁ ଉଦ୍ୟମ କରି ହଟହଟା ଦୁଇ ଯୁବକ । କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ । ବିହାରର ମୁଜାଫରପୁର ଅନ୍ତର୍ଗତ ମିଠାନପୁର ଅଞ୍ଚଳରେ ଘଟିଛି ଏହି ଘଟଣା ।

ସୂଚନାନୁସାରେ ସୋମବାର ମିଠାନପୁରରେ ଦୁଇଜଣ ବାଇକରେ ଆସି ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡାଉଥିଲେ । ମାତ୍ର ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ କାବୁ କରି ନିସ୍ତୁକ ପିଟିବା ସହ ପୋଲିସ ଜିମା ଦେଇଛନ୍ତି ।

ତେବେ ଘଟଣାରେ ତଦନ୍ତ କରି ସେମାନଙ୍କ ଉପରେ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.