ETV Bharat / bharat

ଜଙ୍ଗଲରେ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗରେ ଦୁଇ ଗିରଫ

ରାତି ପାହିଲେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି । ଗୁଜୁରାଟର ସିହୋର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

author img

By

Published : Oct 11, 2020, 1:28 PM IST

Two accused of gang rape of Dalit woman arrested in Sehore
ଜଙ୍ଗଲରେ ମହିଳାଙ୍କୁ ଦୁର୍ଷ୍କମ, ଦୁଇ ଗିରଫ

ଗାନ୍ଧୀନଗର: ଥମୁନି ଲଜ୍ୟା । ନାରୀ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । ଗୁଜୁରାଟର ସିହୋର ଅଞ୍ଚଳରେ ଜଙ୍ଗଲକୁ କାଠ ପାଇଁ ଯାଇଥିବା ମହିଳାଙ୍କୁ ଦୁର୍ଷ୍କମ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାବର ଥାନା ପୋଲିସ ।

ଜଙ୍ଗଲରେ ମହିଳାଙ୍କୁ ଦୁର୍ଷ୍କମ ଅଭିଯୋଗରେ ଦୁଇ ଗିରଫ

ସୂଚନାଅନୁସାରେ,ଜାବର ଥାନା ଅନ୍ତର୍ଗତ କଜଲାସ ଗାଁରେ ବୁଧୁବାର ଦିନ ଜଣେ ମହିଳା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ସେଠାରେ ଦୁଇଜଣ ଲୋକ ମହିଳାଙ୍କୁ ଗଣଦୁର୍ଷ୍କମ କରିଥିଲେ । ଏହା ପରେ ଦୁର୍ଷ୍କମକାରୀ ଦୁଇଜଣ ସେଠାରୁ ଫେରାର ହୋଇଯାଇଥିଲେ । ପରେ ପୀଡିତା ଜଣକ ଘଟଣା ନେଇ ଜାବର ଥାନାରେ ଅଭିଯୋଗ କରିଥଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ସେକ୍ସନ ଏସଟି ଅନୁଯାୟୀ ଧାରା 376ର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତେବେ ଜାବର ପୋଲିସ ରବିବାର ଦିନ ଦୁଇ ଅଭିଯୁକ୍ତ ଧର୍ମେନ୍ଦ୍ର ସିଂହ ରାଜପୁତ(27) ଓ ଭଂବର ସିଂହ ରାଠୋର (26)କୁ ଦେବାସ ଜିଲ୍ଲାରୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.