ETV Bharat / bharat

ଏଣିକି ସେଡ୍ୟୁଲ କରିହେବ ଟ୍ବିଟ, ଯୋଡି ହେବ ନୂଆ ଫିଚର - ଲାଟେଷ୍ଟ ଟ୍ବିଟର ନ୍ୟୁଜ୍‌

ସୋସିଆଲ ମିଡିଆ ଟ୍ବିଟରରେ ଟ୍ବିଟ ସେଡ୍ୟୁଲ କରିବା ପାଇଁ ଟ୍ବିଟଡେକର ହୁଅ ବହୁଳ ବ୍ୟବହାର । ଏହା ୟୁଜର୍ସଙ୍କୁ ଟ୍ବିଟ ସେଡ୍ୟୁଲ କରିବା ପାଇଁ ସହଜ ମାଧ୍ୟମ ଯୋଗାଉଥିବା ବେଳେ ଏହା କେବଳ ଟ୍ବିଟଡେକ ପର୍ଯ୍ୟନ୍ତ ହିଁ ସୀମିତ ।

ଏଣିକି ସେଡ୍ୟୁଲ କରିହେବ ଟ୍ବିଟ
author img

By

Published : Nov 22, 2019, 1:00 AM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ଟ୍ବିଟରରେ ଟ୍ବିଟ ସେଡ୍ୟୁଲ କରିବା ପାଇଁ ଟ୍ବିଟଡେକର ହୁଅ ବହୁଳ ବ୍ୟବହାର । ଏହା ୟୁଜର୍ସଙ୍କୁ ଟ୍ବିଟ ସେଡ୍ୟୁଲ କରିବା ପାଇଁ ସହଜ ମାଧ୍ୟମ ଯୋଗାଉଥିବା ବେଳେ ଏହା କେବଳ ଟ୍ବିଟଡେକ ପର୍ଯ୍ୟନ୍ତ ହିଁ ସୀମିତ । ଯାହାକୁ ନେଇ ଅନେକ ସମୟରେ ୟୁଜର୍ସଙ୍କ ରହିଆସିଛି ଅଭିଯୋଗ । ହେଲେ ଖୁବଶୀଘ୍ର ୟୁଜର୍ସଙ୍କର ଏହି ଅଭିଯୋଗ ଦୂର ହେବାକୁଯାଉଛି ।

ଏନେଇ ମାଇକ୍ରୋବାୟୋଲୋଜି ୱେବସାଇଟରେ ଆରମ୍ଭ ହୋଇଛି ଟେଷ୍ଟିଂ । ଟ୍ବିଟରର ୱେବ ଆପ୍‌ରେ ଟ୍ବିଟ ସେଡ୍ୟୁଲ କରିବା ପାଇଁ କମ୍ପାନୀ ଆରମ୍ଭ କରିଛି ପ୍ରୟାସ । ଏହା କରିବାଦ୍ବାରା ୟୁଜର୍ସଙ୍କୁ ସୋସିଆଲ ମିଡିଆର ବ୍ୟବହାର ପାଇଁ ଏକ ପ୍ରଶସ୍ତ ମାଧ୍ୟମ ଯୋଗାଇବାର ଚେଷ୍ଟା ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଏହାକୁ ଏକ ପରୀକ୍ଷଣ ଆକାରରେ ରୋଲ ଆଉଟ କରାଯିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ ଏହାର ସଫଳତା ଉପରେ ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଥିବା କମ୍ପାନୀ ତରଫରୁ ସୂଚନା ମିଳିଛି ।

Intro:Body:

BHAKTI

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.