ETV Bharat / bharat

ଟ୍ବିଟର ସିଇଓଙ୍କ ଆକାଉଣ୍ଟ ହ୍ୟାକ ଘଟଣା: 3 ମାସ ପରେ ହ୍ୟାକର ଗିରଫ

author img

By

Published : Nov 25, 2019, 12:13 PM IST

ଟ୍ବିଟର ସିଇଓ ଜ୍ୟାକ ଡୋରସୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରିବା ଘଟଣାରେ ଜଡିତ ଥିବା ହ୍ୟାକରୁ ଗତ ରବିବାର  ଗିରଫ କରାଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଟ୍ବିଟର ସିଇଓଙ୍କ ଆକଉଣ୍ଟ ହ୍ୟାକ କରିବା ଘଟଣାରେ ଜଡିତ ଥିବା ହ୍ୟାକରକୁ ରବିବାର ଗିରଫ କରାଯାଇଛି । ସୋସିଆଲ ସାଇଟ ଟ୍ବିଟରର ସିଇଓ ଜ୍ୟାକ ଡୋରସୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରିବାରେ ସଫଳ ହୋଇଥିଲେ ହ୍ୟାକର । ଗତ ଅଗଷ୍ଟରେ ‘ଦ ଚକଲିଙ୍ଗ ସ୍ବାର୍ଡ’ ନାମକ ହ୍ୟାକର ଗ୍ରୁପ ସିଇଓ ଜ୍ୟାକ୍ ଡୋରସୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ କରିଥିଲେ । କିଛିଦିନ ପରେ ହ୍ୟାକର ଜ୍ୟାକଙ୍କୁ ନେଇ ବହୁ ଆପତ୍ତିଜନକ ଟ୍ବିଟ କରିଥିଲେ ।

ଯାହାଫଳରେ ଟ୍ବିଟର ସିଇଓ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦୁଇ ସପ୍ତାହ ତଳେ ଏ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଯେଉଁଥିରେ ସେ ପୂର୍ବରୁ ଚକଲିଙ୍ଗ ସ୍ବାର୍ଡର ସଦସ୍ୟ ଥିବା କହିଥିବା ବେଳେ, ବର୍ତ୍ତମାନ ସେ ଏହି ଗ୍ରୁପରେ ସାମିଲ ନଥିବା କହିଥିଲା । ଏହାସହ ସେ ଏବେ କେବଳ ସେଲିବ୍ରିଟୀଙ୍କ ଆକାଉଣ୍ଟ ହ୍ୟାକ କରିଥିବା କହିଥିଲା । ଗତ ରବିବାର ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.