ETV Bharat / bharat

ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ଯାଆଁଳା ଭାଇ ଗିରଫ

author img

By

Published : Oct 4, 2020, 8:29 PM IST

ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ଯାଆଁଳା ଭାଇ ଗିରଫ | ଅଭିଯୁକ୍ତଙ୍କୁ ଥିରୁଅନନ୍ତପୁରମ୍ ଜିଲ୍ଲାର ଭାଣ୍ଡିଥାଡାମ ଅଞ୍ଚଳରୁ ଗିରଫ କରାଯାଇଛି।

ଝିଆରିଙ୍କୁ ଯୌନ ଶୋଷଣ
ଝିଆରିଙ୍କୁ ଯୌନ ଶୋଷଣ

ଥିରୁଅନନ୍ତପୁରମ୍: ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ଯାଆଁଳା ଭାଇ ଗିରଫ | ଅଭିଯୁକ୍ତଙ୍କୁ କେରଳ ଥିରୁଅନନ୍ତପୁରମ ଜିଲ୍ଲା ଭାଣ୍ଡିଥାଡାମ ଅଞ୍ଚଳରୁ ଗିରଫ କରାଯାଇଛି। ଏନେଇ ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ବିଦେଶରେ କାମ କରନ୍ତି। ସେ ଜଣେ ଶିକ୍ଷକ ଏବଂ ଯେତେବେଳେ ସେ କାମକୁ ଯାଆନ୍ତି, ସେତେବେଳେ ସେ ପିଲାମାନଙ୍କୁ ଅଭିଯୁକ୍ତଙ୍କ ଘରେ ଛାଡିଯାଆନ୍ତି | ଏହି ସମୟରେ ଯାଆଁଳା ଭାଇମାନେ ପିଲାମାନଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.