ETV Bharat / bharat

ବଢିଲା ଟିଏସଆରଟିସି କର୍ମଚାରୀଙ୍କ ଅବସର ବୟସସୀମା

ତେଲେଙ୍ଗାନା ସରକାର ଟିଏସଆରଟିସି କର୍ମଚାରୀଙ୍କ ସେବାନିବୃତ୍ତି ବୟସ ସୀମା 58 ବର୍ଷରୁ 60 ବର୍ଷକୁ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି  ।

ଟିଆରଟିସି କର୍ମଚାରୀଙ୍କ ସେବାନିବୃତ୍ତି ବୟସ ସୀମା  2 ବର୍ଷକୁ ବୃଦ୍ଧି
ଟିଆରଟିସି କର୍ମଚାରୀଙ୍କ ସେବାନିବୃତ୍ତି ବୟସ ସୀମା 2 ବର୍ଷକୁ ବୃଦ୍ଧି
author img

By

Published : Dec 26, 2019, 5:13 PM IST

ହାଇଦ୍ରାବାଦ: ଟିଏସଆରଟିସି କର୍ମଚାରୀଙ୍କ ପାଇଁ ଖୁସି ଖବର । ତେଲଙ୍ଗାନା ସରକାର ଟିଏସଆରଟିସି କର୍ମଚାରୀଙ୍କ ସେବାନିବୃତ୍ତି ବୟସ ସୀମା 58 ବର୍ଷରୁ 60 ବର୍ଷକୁ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ।

ଟିଆରଟିସି କର୍ମଚାରୀଙ୍କ ସେବାନିବୃତ୍ତି ବୟସ ସୀମା 2 ବର୍ଷକୁ ବୃଦ୍ଧି

ଏହି ଆଦେଶ ମୁତାବିକ ଟିଏସଆରଟିସିରେ କାର୍ଯ୍ୟରତ ସମସ୍ତ କାର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଛି । 52 ଦିନର ଲମ୍ବା ଆନ୍ଦୋଳନ ପରେ ଟିଏସଆରଟିସି କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏସମ୍ପର୍କରେ ଆଲୋଚନା କରି ବୟସ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଟିଏସଆରଟିସି କର୍ମଚାରୀଙ୍କ ଅବସର ଗ୍ରହଣ ବୟସ 58 ବର୍ଷ ରଖାଯାଇଥିଲା । ତାହା ଏବେ 2 ବର୍ଷକୁ ବର୍ଦ୍ଧିତ କରାଯାଇଛି ।

Intro:Body:

The Telangana government has increased the retirement age from 58 to 60 for state-run

transport corporation employees, an official release said on

Wednesday.

     Chief Minister K Chandrashekhar Rao signed on the file

pertaining to the increase in the retirement age for the

employees of the Telangana State Road Transport Corporation

(TSRTC), it said.

     This increase in age limit for retirement will be

extended to each and every employee of the TSRTC. The CM had

made this promise when he had a meeting with the TSRTC

employees representatives recently and todays orders are in

tune with the promise made by the CM, it said.

     The assurance was given when Rao met a group of TSRTC

employees on December 1 days after they called off their 55-

day-old strike pressing a charter of demands, including merger

of the corporation with the transport department.

     Another official release saidRaoheld a high-level

review meeting and instructed the officials concerned to

prepare a strategy to expand the cargo and parcel services in

the TSRTC.

     Transport MinisterPuvvada Ajay Kumar, governments Chief

Advisor Rajiv Sharma, Chief Secretary SK Joshi, TSRTC MD Sunil

Sharma participated in the meeting.

      Rao discussed measures to make TSRTC a profit making

corporation, implementation of the promises given to the

workers and employees, strengthening the goods transportation

network and other issues.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.