ETV Bharat / bharat

‘ସତ୍ୟ ପୁଣି ଜିତିଛି’: ଜ୍ୟୋତିରାଦିତ୍ୟ ସିନ୍ଧିଆ

author img

By

Published : Mar 20, 2020, 7:24 PM IST

କମଳ ନାଥଙ୍କ ଇସ୍ତଫା ପରେ ପୂର୍ବ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି ‘ସତ୍ୟ ପୁଣି ଜିତିଛି’ ବୋଲି ଲେଖିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୋପାଳ: ମଧ୍ୟପ୍ରଦେଶରେ ‘ମହାଡ୍ରାମା’ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ଇସ୍ତଫା ପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କମଳ ନାଥଙ୍କ ଇସ୍ତଫା ପରେ ପୂର୍ବ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି ‘ସତ୍ୟ ପୁଣି ଜିତିଛି’ ବୋଲି ଲେଖିଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର @JM_Scindia
ଫଟୋ ସୌଜନ୍ୟ:ଟ୍ବିଟର @JM_Scindia

ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିତ ଫ୍ଲୋର ଟେଷ୍ଟ ସମୟସୀମା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ଇସ୍ତଫା ପତ୍ର ଦେବା ମଧ୍ୟପ୍ରଦେଶବାସୀଙ୍କ ବିଜୟ ।

ସିନ୍ଧିଆ ଏହିପରି ଟ୍ବିଟ କରି ଲେଖିଛନ୍ତି, ଆଜି ମଧ୍ୟପ୍ରଦେଶରେ ଲୋକମାନଙ୍କର ବିଜୟ ହୋଇଛି । ‘ମୁଁ ସର୍ବଦା ବିଶ୍ବାସ କରିଆସୁଛି ଯେ ରାଜନୀତି ଜନସେବାର ମାଧ୍ୟମ ହେବା ଉଚିତ, କିନ୍ତୁ ରାଜ୍ୟ ସରକାର ଏହି ପଥରୁ ବିଚ୍ୟୁତ ହୋଇଥିଲେ । ସତ୍ୟ ପୁଣି ଜିତିଛି । ‘ସତ୍ୟମେବ ଜୟତେ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.