ETV Bharat / bharat

ତ୍ରିପୁରାରେ ବିରୋଧୀ ଚିତ୍ ପଟ୍ଟାଙ୍ଗ

ଧୀରେ ଧୀରେ ସତ ହେଉଛି ଅଟଳ ବାଣୀ, ନିଜେ ପ୍ରତିଷ୍ଠା କରିଥିବା ବିଜେପିର ଭବିଷ୍ୟତ ନେଇ କହିଥିଲେ ଏହି ଦଳ ଦିନେ ଭାରତବର୍ଷର ପୂର୍ବରୁ ପଶ୍ଚିମ, ଉତ୍ତର ଦକ୍ଷିଣ ସବୁଠି ଶାସନ କରିବ, ବିରୋଧୀଙ୍କ ସ୍ଥିତି ହଜାଇ ଦେବ, ଏବେ ତାହା ସତ ପ୍ରମାଣିତ ହେବାରେ ଲାଗିଛି ।

author img

By

Published : Jul 13, 2019, 10:56 AM IST

ଫାଇଲ ଫଟୋ

ଅଗରତାଲା: ଭାରତୀୟ ରାଜନୀତିରେ ଦିନେ ନିଜ ସ୍ଥିତି ଜାହିର ପାଇଁ ସଂଘର୍ଷ କରୁଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ଦିନରେ ସମଗ୍ର ଭାରତବର୍ଷରେ ନିଜର ପାଖୁଡା ଲଗାଇ ପଦ୍ମ ଫୁଟାଇବାରେ ସଫଳ ହୋଇଛି ।

ସମୟ ଥିଲା ପୂର୍ବ ଭାରତର ପାହାଡି ରାଜ୍ୟରେ ଯେଉଁ ଦଳ ନିଜ ମଞ୍ଜି ବୁଣିବାରେ ଅସଫଳ ଥିଲା ଏବେ ସେହି ପାହାଡ ପର୍ବତ ରାଜ୍ୟରେ ପଦ୍ମ ଫୁଟାଇ ନିଜ ରାଜନୈତିକ ପ୍ରତିପକ୍ଷଙ୍କ ନିଦ ହଜାଇ ଦେଇଛି ବିଜେପି । ବର୍ତ୍ତମାନ ପୂର୍ବ ଭାରତର ପାହାଡିଆ ରାଜ୍ୟ ତ୍ରିପୁରାରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଶାସକ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି । ନିର୍ବାଚନ ପ୍ରକ୍ରିୟା ଶେଷ ନହେଉଣୁ ବିଜେପି ଉଭୟ ପଞ୍ଚାୟତ ସମିତିଓ ଜିଲ୍ଲା ପରିଷଦରେ 90 ପ୍ରତିଶତରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହେବା ସ୍ପଷ୍ଟ ହୋଇଯାଇଛି । ଗତ ସପ୍ତାହରେ ତ୍ରିପୁରା ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଦିନ ଧାର୍ଯ୍ୟ କରିଥିଲେ।

ସୂଚନା ମୁତାବକ 6646 ଗ୍ରାମ ପଞ୍ଚାୟତ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ 8ଜୁଲାଇ ଥିବାବେଳେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ 11ଜୁଲାଇ ଓ ଭୋଟ ଗଣତି ପାଇଁ 31 ଜୁଲାଇକୁ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଆସନ୍ତା ଜୁଲାଇ 27ରେ ରାଜ୍ୟର 850 ଗ୍ରାମପଞ୍ଚାୟତ, 85 ପଞ୍ଚାୟତ ସମିତି ଏବଂ 80 ଜିଲ୍ଲା ପରିଷଦ ସିଟ ପାଇଁ ଭୋଟ ଗ୍ରହଣ ହେବ । କମିଶନ ଆହୁରି କହିଛନ୍ତି ଯେ ରାଜ୍ୟର ଅନେକ ଆସନରେ କଂଗ୍ରେସ, ସିପିଆଇଏମ ନିଜ ପ୍ରାର୍ଥୀ ଦେଇ ନାହାନ୍ତି ଯାହାଦ୍ବାରା ବିଜେପି ବହୁ ସିଟରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାକୁ ଯାଉଛି ବୋଲି କହିଛନ୍ତି ।

ମୋଟ ଗ୍ରାମ ପଞ୍ଚାୟତ 6646ରୁ ଏବେ କେବଳ 591ଟି ପଞ୍ଚାୟତରେ ନିର୍ବାଚନ ହେବ ଓ 35 ପଞ୍ଚାୟତ ସମିତି(419) ଆସନ ସହ 8ଟି ଜିଲ୍ଲା ପରିଷଦ ଜୋନର (116) ଆସନରେ ଆସନ୍ତା 27ରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ବିଜେପି ଗୁଣ୍ଡାରାଜ କରି ବିରୋଧୀଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରାଇ ଦେଲା ନାହିଁ ବୋଲି ଅଭିଯୋଗ କରିଛି ସିପିଆଇଏମ ।

ଅନ୍ୟପଟେ ବିଜେପି ନେତା ନେବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାଜ୍ୟରେ ବିରୋଧି ନିଜର ପରାଜୟ ସୁନିଶ୍ଚିତ ଜାଣି ପ୍ରାର୍ଥୀ ଦେଇ ନାହାନ୍ତି। ଏହାସହ ବିରୋଧୀ ଦଳରେ ପ୍ରାର୍ଥୀ ନାହାନ୍ତି ବୋଲି କହିଛି ବିଜେପି।

ଅଗରତାଲା: ଭାରତୀୟ ରାଜନୀତିରେ ଦିନେ ନିଜ ସ୍ଥିତି ଜାହିର ପାଇଁ ସଂଘର୍ଷ କରୁଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ସାରା ଦେଶରେ ନିଜ ପାଖୁଡା ଲଗାଇ ପଦ୍ମ ଫୁଟାଇବାରେ ସଫଳ ହୋଇଛି ।

ସମୟ ଥିଲା ପୂର୍ବ ଭାରତର ପାହାଡି ରାଜ୍ୟରେ ଯେଉଁ ଦଳ ନିଜ ମଞ୍ଜି ବୁଣିବାରେ ଅସଫଳ ଥିଲା ଏବେ ସେହି ପାହାଡ ପର୍ବତ ରାଜ୍ୟରେ ପଦ୍ମ ଫୁଟାଇ ନିଜ ରାଜନୈତିକ ପ୍ରତିପକ୍ଷଙ୍କ ନିଦ ହଜାଇ ଦେଇଛି ବିଜେପି । ବର୍ତ୍ତମାନ ପୂର୍ବ ଭାରତର ପାହାଡିଆ ରାଜ୍ୟ ତ୍ରିପୁରାରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଶାସକ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି । ନିର୍ବାଚନ ପ୍ରକ୍ରିୟା ଶେଷ ନହେଉଣୁ ବିଜେପି ଉଭୟ ପଞ୍ଚାୟତ ସମିତିଓ ଜିଲ୍ଲା ପରିଷଦରେ 90 ପ୍ରତିଶତରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହେବା ସ୍ପଷ୍ଟ ହୋଇଯାଇଛି । ଗତ ସପ୍ତାହରେ ତ୍ରିପୁରା ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ଦିନ ଧାର୍ଯ୍ୟ କରିଥିଲେ ।

ସୂଚନା ମୁତାବକ 6646 ଗ୍ରାମ ପଞ୍ଚାୟତ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ 8ଜୁଲାଇ ଥିବାବେଳେ , ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ 11ଜୁଲାଇ ଓ ଭୋଟ ଗଣତି ପାଇଁ 31 ଜୁଲାଇକୁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ଆସନ୍ତା ଜୁଲାଇ 27ରେ ରାଜ୍ୟର 850 ଗ୍ରାମ ପଞ୍ଚାୟତ, 85 ପଞ୍ଚାୟତ ସମିତି ଏବଂ 80 ଜିଲ୍ଲା ପରିଷଦ ସିଟ ପାଇଁ ଭୋଟ ଗ୍ରହଣ ହେବ । କମିଶନ ଆହୁରି କହିଛନ୍ତି ଯେ ରାଜ୍ୟର ଅନେକ ଆସନରେ କଂଗ୍ରେସ, ସିପିଆଇଏମ ନିଜ ପ୍ରାର୍ଥୀ ଦେଇ ନାହାନ୍ତି ଯାହାଦ୍ବାରା ବିଜେପି ବହୁ ସିଟରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାକୁ ଯାଉଛି ବୋଲି କହିଛନ୍ତି ।

ଅନ୍ୟପଟେ ବିଜେପି ନେତା ନେବେନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି ରାଜ୍ୟରେ ବିରୋଧ ସୁ-ନିଶ୍ଚିତ ପରାଜୟ ଜାଣି ପ୍ରାର୍ଥୀ ଦେଇ ନାହାନ୍ତି ଏହାସହ ବିରୋଧୀ ଦଳରେ ପ୍ରାର୍ଥୀ ନାହାନ୍ତି ବୋଲି କହିଛି ବିଜେପି ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.