ETV Bharat / bharat

ଟ୍ରିପଲ ତଲାକ ଆଇନ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

author img

By

Published : Aug 23, 2019, 1:13 PM IST

ଟ୍ରିପଲ ତଲାକ ବିରୋଧରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି କୋର୍ଟ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଟ୍ରିପଲ ତଲାକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାରେ କେନ୍ଦ୍ର ସରକାରଙ୍କୁ ମିଳିଛି ଆଶ୍ୱସ୍ଥି । ତେବେ ଏହା ଉପରେ କୌଣସି ରୋକ ଲଗାଇବାକୁ ମନା କରି ଦେଇଛନ୍ତି କୋର୍ଟ।

ଟ୍ରିପଲ ତଲାକ ଭଳି ଆଇନର ବୈଧତା ପରୀକ୍ଷା କରିବାକୁ କୋର୍ଟ ପ୍ରସ୍ତୁତ ଥିବାବେଳେ, ଏନେଇ କେନ୍ଦ୍ର ସରକାରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।ଯୌତୁକ ଭଳି କୌଣସି ପ୍ରଥା ଯଦି ଅପରାଧିକ ଦର୍ଶା ଯାଇଥାଏ, ତେବେ ତାହାକୁ ଅପରାଧ ସୂଚୀରେ କ'ଣ ରଖାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।ପ୍ରତିବନ୍ଧକ ଓ ଅପରାଧ ଘୋଷଣା ସତ୍ତ୍ୱେ ଏପରି ଘଟଣା ଘଟୁଛି ବୋଲି କୋର୍ଟ କହିଛନ୍ତି।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.