ETV Bharat / bharat

ଜମିବ ଖରାଛୁଟି, ଟ୍ରେନଠୁ ଶସ୍ତା ଫ୍ଲାଇଟ ଟିକେଟ୍

author img

By

Published : May 13, 2019, 12:13 PM IST

ଗୋଟିଏପଟେ ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ପକ୍ଷରୁ ସୁବିଧା ଏକ୍ସପ୍ରେସ ଆରମ୍ଭ କରାଯାଇଛି । ମାତ୍ର ଖରା ଛୁଟି ହେବା ପରେ ପରେ ମେ ମାସର ଶେଷ ସପ୍ତାହରେ ଯାତ୍ରୀଙ୍କ ଟିକେଟ ଦରରେ ମାତ୍ରାଧିକ ବୃଦ୍ଧି ପାଇଥିବା ଦେଖାଯାଇଛି । ଯାହାକୁ ଦେଖି ଅଧିକ ଯାତ୍ରୀ ଟ୍ରେନ ଯାତ୍ରା ଛାଡି ବିମାନ ଯାତ୍ରାରେ ଯିବାକୁ ଅଧିକ ପସନ୍ଦ କରୁଛନ୍ତି ।

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ହୋସ ଉଡାଉଛି ଟ୍ରେନ ଭଡା । ଏଣିକି ଖରାଛୁଟିରେ ଟ୍ରେନ ଯାତ୍ରା କରିବାକୁ ଭାବୁଥିଲେ ଆଉଥରେ ଚିନ୍ତା କରନ୍ତୁ । କାହିକିଁ ନା ଦର ଶୁଣିଲେ ଫିକା ହୋଇପାରି ଆପଣଙ୍କ ଖରାଛୁଟି । ଟିକେଟ ବୁକିଂ କରିବା ସମୟରେ ଫ୍ଲାଇଟ ଟିକେଟଠୁ ବି ବଳି ଯାଇଛି ଟ୍ରେନ ଟିକେଟ ।

ନିକଟରେ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀ ଏସି ଟିକେଟରେ ଯାତ୍ରା କରିବା ପାଇଁ ତିନି ସପ୍ତାହ ପୂର୍ବରୁ ଟିକେଟ କଲେ ମଧ୍ୟ ଫ୍ଲାଇଟ ଟିକେଟ ଦରଠୁ ଅଧିକ ରହିଛି । ଅର୍ଥାତ୍ ଫ୍ଲାଇଟ ଟିକେଟ ଦରଠୁ ବି ଅଧିକ ମହଙ୍ଗା ରହିଛି ଟ୍ରେନ ଟିକେଟ ।

ଏହାକୁ ନେଇ ଏୟାର ଇଣ୍ଡିଆର ଚେୟାରମ୍ୟାନ ଅଶ୍ବିନି ଲୋହାରି କହିଛନ୍ତି ଯେ, ଆମର ଆଭରେଜ ଭଡା ରାଜଧାନୀ ଏକ୍ସପ୍ରେସର ଫାଷ୍ଟକା୍ଲାସ ଏସି ଟିକେଟ ଭଡା ସହ ପାଖାପାଖି ସମାନ । ଟ୍ରାଭେଲର୍ସ ଏଥିରେ ଭଲ ଲାଭ ଉଠାଇ ପାରିବେ ।

ଅନ୍ୟପଟେ ୱେଷ୍ଟର୍ଣ୍ଣ ରେଲୱେ CPRO, ରବିଦ୍ର ଭାସ୍କର କହିଛନ୍ତି ଯେ, ଡାଇନାମିକ ପ୍ରାଇସ ଲାଗୁ ହେବା ଯୋଗୁଁ ଟ୍ରେନର ଭଡା ବୃଦ୍ଧି ପାଇଛି । ଆଉ ତତ୍କାଳ ଟିକେଟ କାଟିଲେ ଏହି ଭଡା ଆହୁରି ଅଧିକ ହୋଇଥାଏ ।

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.