ETV Bharat / bharat

ଗୋଦାବରୀରେ ବୁଡିଲା ଡଙ୍ଗା; 11 ମୃତ, ମୃତକଙ୍କ ପରିବାରକୁ 10 ଲକ୍ଷ - ମୃତକଙ୍କ ପରିବାରକୁ 10 ଲକ୍ଷ

ଗୋଦାବରୀରେ ପର୍ଯ୍ୟଟକ ଡଙ୍ଗା ବୁଡି 11 ମୃତ । ଅନେକ ନିଖୋଜ । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ଫାଇଲ ଫଟୋ
author img

By

Published : Sep 15, 2019, 3:39 PM IST

Updated : Sep 15, 2019, 5:20 PM IST

ଅମରାବତୀ: ଗୋଦାବରୀରେ ପର୍ଯ୍ୟଟକ ଡଙ୍ଗା ବୁଡି 11 ମୃତ । ଅନେକ ନିଖୋଜ । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ଦେବୀପାଟନମ୍‌ ନିକଟରେ ଏପରି ଦୁର୍ଘଟଣା ଘଟିଛି । 61 ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ରୟାଲ ବଶିଷ୍ଟ ଡଙ୍ଗା । ଗଣ୍ଡିପୋଚାମ୍ମା ମନ୍ଦିରରୁ ପାପିଗୋଣ୍ଡାଲୁକୁ ଯାତ୍ରା କରୁଥିଲା ଏହି ଡଙ୍ଗା । ସମସ୍ତ ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏନଡିଆରଏଫ ଟିମ୍‌ ପକ୍ଷରୁ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Tourist boat capsizes in Godavari  ଡଙ୍ଗା ବୁଡି 61 ଯାତ୍ରୀ ନିଖୋଜ  ଗୋଦାବରୀରେ ବୁଡିଲା ଡଙ୍ଗା  ପୂର୍ବ ଗୋଦାବରୀ ଦେବୀପାଟନର ଖବର
ଫଟୋ ସୌଜନ୍ୟ: ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Sep 15, 2019, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.