ETV Bharat / bharat

ନଭେମ୍ବର 15 ସୁଦ୍ଧା ଦେଶରେ ସରିଛି 12 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ଦେଶରେ କୋରୋନା ସଂକ୍ରମଣକୁ ଆୟତ୍ତକୁ ଆଣିବାକୁ ଦେଶରେ ଅହରହ ଚାଲିଛି କୋରୋନା ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...

author img

By

Published : Nov 16, 2020, 11:02 AM IST

ନଭେମ୍ବର 15 ସୁଦ୍ଧା ଦେଶରେ ସରିଛି 12 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
ନଭେମ୍ବର 15 ସୁଦ୍ଧା ଦେଶରେ ସରିଛି 12 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ନୂଆଦିଲ୍ଲୀ: ଜନ ବହୁଳ ଦେଶ ଭାରତରେ ବ୍ୟାପିଥିବା କୋରୋନା ସଂକ୍ରମଣକୁ ହ୍ରାସ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବହୁଳ ମାତ୍ରାରେ କରାଯାଉଥିବା କୋରୋନା ଟେଷ୍ଟ ସଫଳ ଦିଗରେ ଗତି କରୁଥିବା ଦେଖିବାକୁ ମିଳିଛି। କାରଣ ପୂର୍ବ ଅପେକ୍ଷା ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇ 30 ହଜାରରେ ପହଞ୍ଚିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 8 ଲକ୍ଷ 61 ହଜାର 706ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ 12 କୋଟି 56 ଲକ୍ଷ 98 ହଜାର 525ଟି ଟେଷ୍ଟ ସରିଛି ।

ବର୍ତ୍ତମାନ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 88 ଲକ୍ଷ 45 ହଜାର 127କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ 1 ଲକ୍ଷ 30 ହଜାର 070 ଜଣଙ୍କର ଜୀବନ ଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.