ETV Bharat / bharat

ଅକ୍ଟୋବର 12 ସୁଦ୍ଧା ଦେଶରେ ସରିଛି 8 କୋଟି 89 ହଜାର କୋଭିଡ ଟେଷ୍ଟ: ICMR - covid test

ବଢୁଛି ସଂକ୍ରମଣ । ଚିନ୍ତାରେ ଦେଶବାସୀ । ସଂକ୍ରମଣର ମାତ୍ରା କମ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଛି ରୀତିମତ ଉଦ୍ୟମ। ଅଧିକ ପଢନ୍ତୁ...

ଅକ୍ଟୋବର 12 ସୁଦ୍ଧା ଦେଶରେ ସରିଛି 8,89,45,107 କୋଭିଡ ଟେଷ୍ଟ: ICMR

author img

By

Published : Oct 13, 2020, 3:05 PM IST

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ବୃଦ୍ଧି ପାଉଛି କୋରୋନା ସଂକ୍ରମଣ। ଯାହା ଏବେ 71 ଲକ୍ଷ ପାର କରିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ବହୁ ମାତ୍ରାରେ କୋରୋନା ସାମ୍ପଲ ଟେଷ୍ଟ କରାଯାଉଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ସୋମବାର 10 ଲକ୍ଷ 73 ହଜାର 014ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଅକ୍ଟୋବର 12 ସୁଦ୍ଧା ଦେଶରେ 8 କୋଟି 89 ଲକ୍ଷ 45 ହଜାର 107ଟି ଟେଷ୍ଟ କରାଯାଇଛି।

ତେବେ ବର୍ତ୍ତମାନ ସମୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 71 ଲକ୍ଷ 75 ହଜାର 881ରେ ପହଞ୍ଚିଛି। ଏଥିରେ ମୋଟ 1 ଲକ୍ଷ 09 ହଜାର 856 ଜଣଙ୍କ ମୃତ୍ୟୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.