ଅମରାବତୀ: ଗତ 24 ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶରେ 56ଟି ନୂତନ ପଜିଟିଭ ମାମଲା ଓ 2ଟି ମୃତ୍ୟୁ ରିପୋର୍ଟ ହୋଇଛି । ଫଳରେ ମୋଟ ପଜିଟିଭ ମାମଲା 1833କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ 51ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ 780 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏହା ସହ ରାଜ୍ୟର ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଦେଶରେ ପଜିଟିଭ ସଂଖ୍ୟା 50 ହଜାର, ମୃତ୍ୟୁ ସଂଖ୍ୟା 17ଶହ ଟପିଲା - ଦେଶରେ ପଜିଟିଭ ସଂଖ୍ୟା 50 ହଜାର
14:23 May 07
ଆନ୍ଧ୍ରରେ 56 ନୂଆ କୋରୋନା ପଜିଟିଭ, 2 ମୃତ୍ୟୁ ରିପୋର୍ଟ
09:15 May 07
ଦେଶରେ ପଜିଟିଭ ସଂଖ୍ୟା 50 ହଜାର, ମୃତ୍ୟୁ ସଂଖ୍ୟା 17ଶହ ଟପିଲା
ନୂଆଦିଲ୍ଲୀ:ଦେଶର ମୋଟ ପଜିଟିଭ ସଂଖ୍ୟା 50 ହଜାର ଟପିଛି । ସେହିପରି ମୃତ୍ୟୁ ସଂଖ୍ୟା 17ଶହ ଟପିଛି । ମୋଟ ପଜିଟିଭ ସଂଖ୍ୟା 52952କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1783ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 35902ଜଣ ଚିକିତ୍ସିତ ହେଉଥିବା ବେଳେ 15266 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 16758ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 6625, ଦିଲ୍ଲୀରେ 5532, ରାଜସ୍ଥାନରେ 3317, ଉତ୍ତରପ୍ରଦେଶରେ 2998, ତାମିଲନାଡୁରେ 4829, ଆନ୍ଧ୍ରପ୍ରଦେଶରେ 1777, ତେଲେଙ୍ଗାନା 1107, କର୍ଣ୍ଣାଟକରେ 693 ଓ କେରଳରେ 503 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 651 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 396, ମଧ୍ୟପ୍ରଦେଶରେ 185, ଦିଲ୍ଲୀରେ 65, ତେଲେଙ୍ଗାନାରେ 29, ତାମିଲନାଡୁରେ 35, କର୍ଣ୍ଣାଟକରେ 29 ଓ ଆନ୍ଧ୍ରପ୍ରଦେଶରେ 36 ଜଣଙ୍କ ମୃତ୍ୟୁ ହୋଇଛି ।