ETV Bharat / bharat

ଦେଶରେ 24 ଘଣ୍ଟାରେ ନୂଆ 11502 କୋରୋନା ପଜିଟିଭ, 325 ମୃତ୍ୟୁ ରେକର୍ଡ - corona news

ଦେଶରେ 320922 କୋରୋନା ପଜିଟିଭ, ମୃତ୍ୟୁସଂଖ୍ୟା 9195

author img

By

Published : Jun 15, 2020, 6:55 AM IST

Updated : Jun 15, 2020, 10:52 AM IST

10:49 June 15

ଦେଶରେ 24 ଘଣ୍ଟାରେ ନୂଆ 11502 କୋରୋନା ପଜିଟିଭ, 325 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ 24 ଘଣ୍ଟାରେ 11ହଜାର 5ଶହ 2 କୋରୋନା ପଜିଟିଭ ଓ  325 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 32ହଜାର 4ଶହ 24କୁ ବୃଦ୍ଧିପାଇଛି । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟା 9520ରେ ପହଞ୍ଚିଛି । ମୋଟ 1ଲକ୍ଷ 69 ହଜାର 7ଶହ 98 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 53 ହଜାର 1ଶହ 6 ରହିଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 53030 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5742, ଦିଲ୍ଲୀରେ 24032, ତାମିଲନାଡୁରେ 19679, ରାଜସ୍ଥାନରେ 2836, ମଧ୍ୟପ୍ରଦେଶରେ 2666, ଉତ୍ତରପ୍ରଦେଶରେ 4948, ଆନ୍ଧ୍ରପ୍ରଦେଶରେ 2765, ତେଲେଙ୍ଗାନା 2412, କର୍ଣ୍ଣାଟକରେ 2959, କେରଳରେ 1340 ଓ ଓଡିଶାରେ 1190  ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3950 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1477, ମଧ୍ୟପ୍ରଦେଶରେ 459, ଦିଲ୍ଲୀରେ 1327, ଆନ୍ଧ୍ରପ୍ରଦେଶରେ 84, ତାମିଲନାଡୁରେ 435, କର୍ଣ୍ଣାଟକରେ 86  ଓ ତେଲେଙ୍ଗାନାରେ 185 ଜଣଙ୍କ ମୃତ୍ୟୁ ହୋଇଛି ।

06:41 June 15

ଦେଶରେ 320922 କୋରୋନା ପଜିଟିଭ, ମୃତ୍ୟୁସଂଖ୍ୟା 9195

ନୂଆଦିଲ୍ଲୀ: ଦେଶରେ ରବିବାର ରେକର୍ଡ ସଂଖ୍ୟକ 11ହଜାର 9ଶହ 29 କୋରୋନା ପଜିଟିଭ ଓ 311 ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 20ହଜାର 9ଶହ 22କୁ ବୃଦ୍ଧିପାଇଛି । ଅନ୍ୟ ପକ୍ଷରେ ମୃତ୍ୟୁ ସଂଖ୍ୟା 9195ରେ ପହଞ୍ଚିଛି । ମୋଟ 1ଲକ୍ଷ 54ହଜାର 3ଶହ 30 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 62ହଜାର 3ଶହ 79 ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 49628 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5619, ଦିଲ୍ଲୀରେ 22212, ତାମିଲନାଡୁରେ 18284, ରାଜସ୍ଥାନରେ 2898, ମଧ୍ୟପ୍ରଦେଶରେ 2802, ଉତ୍ତରପ୍ରଦେଶରେ 4642, ଆନ୍ଧ୍ରପ୍ରଦେଶରେ 2495, ତେଲେଙ୍ଗାନା 2032, କର୍ଣ୍ଣାଟକରେ 2997, କେରଳରେ 1303 ଓ ଓଡିଶାରେ 1014  ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3717 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1415, ମଧ୍ୟପ୍ରଦେଶରେ 440, ଦିଲ୍ଲୀରେ 1214, ଆନ୍ଧ୍ରପ୍ରଦେଶରେ 80, ତାମିଲନାଡୁରେ 367, କର୍ଣ୍ଣାଟକରେ 79  ଓ ତେଲେଙ୍ଗାନାରେ 174 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 15, 2020, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.