ETV Bharat / bharat

ଅକ୍ଟୋବର 19 ସୁଦ୍ଧା ଦେଶରେ ସରିଛି 9,61,16,771 କୋଭିଡ ଟେଷ୍ଟ: ICMR - କୋଭିଡ ଟେଷ୍ଟ ରିପୋର୍ଟ

ଦେଶରେ ଧିରେ ଧିରେ କମୁଛି ସଂକ୍ରମଣ ସଂଖ୍ୟା । ଆଇସିଏମଆର ପକ୍ଷରୁ ବର୍ତ୍ତମାନ କରାଯାଇଛି 9,61,16,771 କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ଅକ୍ଟୋବର 20 ସୁଦ୍ଧା ଦେଶରେ ସରିଛି 9,61,16,771 କୋଭିଡ ଟେଷ୍ଟ: ICMR

author img

By

Published : Oct 20, 2020, 11:35 AM IST

ନୂଆଦିଲ୍ଲୀ: ଦିନ ରାତି ଦେଶର ବିଭିନ୍ନ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଲ୍ୟାବରେ ଜାରି ରହିଥିବା କୋରୋନା ସାମ୍ପଲ ଟେଷ୍ଟ ଏବେ ସଫଳ ପ୍ରମାଣିତ ହୋଇଛି । କାରଣ ସଠିକ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବା ଫଳରେ ଏବେ ଦେଶରେ କମିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 32 ହଜାର 795 ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ 9 କୋଟି 61 ଲକ୍ଷ 16 ହଜାର 771ଟି କୋରୋନା ଟେଷ୍ଟ ସରିଛି।

ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା 75 ଲକ୍ଷ 97 ହଜାର 064ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ସେହିପରି ଏଥିରେ ମୋଟ 1 ଲକ୍ଷ 15 ହଜାର 197 ଜଣଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.