ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 18, 2020, 1:01 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ, 3 ମୃତ

ରାଜ୍ୟରେ ବେକାବୁ କୋରୋନା । ଦିନକରେ 591 ନୂଆ ଆକ୍ରାନ୍ତ ଚିହ୍ନଟ । 3 ମୃତ..

2.ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ରାଜସ୍ଥାନର ବର୍ତ୍ତମାନର ରାଜନୀତି ଓ ଫୋନ ଟ୍ୟାପିଂ ମାମଲାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ଫୋନ ଟ୍ୟାପିଂ ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କଲା ଦାବି..

3.ଜନ୍ମଦିନରେ ମନେପଡନ୍ତି ଆଫ୍ରିକୀୟ ଗାନ୍ଧି...

102 ବର୍ଷରେ ପଦାର୍ପଣ କଲେ ଏହି ବିରଳ ବ୍ୟକ୍ତିତ୍ବ । ଆଜିର ଦିନଟିକୁ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ନେଲସନ ମଣ୍ଡେଲା ଦିବସ ଭାବେ ପାଳିତ ହୁଏ..

4.ବନ୍ୟାରେ ଉବୁଟୁବୁ ଆସାମ, 28 ଜିଲ୍ଲାର 36 ଲକ୍ଷ ଲୋକେ ପ୍ରଭାବିତ

28 ଜିଲ୍ଲାର 36 ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି..

5.ପାଟନା-ଗୟା ରେଳଷ୍ଟେସନରେ କାର ସହ ଧକ୍କା ହେଲା ଟ୍ରେନ: ଦମ୍ପତି ମୃତ ଓ ଶିଶୁ ଗୁରୁତର

ବେଆଇନ ଭାବେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ଏକ କାର୍ ପାଟନାରୁ ରାଞ୍ଚି ଯାଉଥିବା ଟ୍ରେନ ସହ ଧକ୍କା ହୋଇଛି..

6.ଦେଶରେ ଦିନକରେ 34,884 ଆକ୍ରାନ୍ତ, 671 ମୃତ

ପୁଣି ଦିନକରେ 34,884 ଆକ୍ରାନ୍ତ ଚିହ୍ନଟ । 671 ମୃତ..

7.ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତରେ ବର୍ଷା ସମ୍ଭାବନା, ବିଗିଡିବ ଆସାମ ବନ୍ୟା ସ୍ଥିତି

ଉତ୍ତର ଏବଂ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)..

8.ରାଜସ୍ଥାନରେ ରାଷ୍ଟ୍ରପତି ଶାସନ ଦାବି କଲେ ମାୟାବତୀ

ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଏସପି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ..

9.ଲକଡାଉନ କଟକଣା କଡାକଡି: ସକାଳ 6ରୁ ଦିନ 1ଟା ଯାଏଁ ଦୋକାନ ଖୋଲା

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମରେ ପାଳନ ହେବ ଲକଡାଉନ..

10.ଅଲମ୍ପିକ ହକି ସୂଚୀ: ପୁରୁଷ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଓ ମହିଳା ନେଦରଲାଣ୍ଡକୁ ଭେଟିବ

2021 ଜୁଲାଇ 24 ତାରିଖରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.