ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ... । ଅଧିକ ପଢନ୍ତୁ...

TOP NEWS at9AM
ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Nov 20, 2020, 9:07 AM IST

1.ଯାତ୍ରା ହେଲା ଶେଷଯାତ୍ରା, ଟ୍ରକ-ବୋଲରୋ ମୁହାଁମୁହିଁରେ ଲିଭିଗଲା 14 ଜୀବନ ଦୀପ

ଉତ୍ତରପ୍ରଦେଶର ପ୍ରତାପଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା 14ଜଣଙ୍କ ଜୀବନ ।

2.ଆଜିଠୁ ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଆସିବ ବ୍ୟୟ ମଞ୍ଜୁର ବିଲ

ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । କୋରୋନା କଟକଣାରେ ଚାଲିବ ଅଧିବେଶନ । ଏହି ସମୟରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ।

3.12 ଦଫା ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ଗ୍ରାମୀଣ ଡାକସେବକ ସଂଘ

ଗ୍ରାମୀଣ ଡାକସେବକଙ୍କୁ ପଦନ୍ନୋତି ପ୍ରଦାନ କରିବା ଭଳି ବାର ଦାବି ନେଇ ଦିନିକିଆ ଧର୍ମଘଟରେ ସାମିଲ ହୋଇଛନ୍ତି ଗ୍ରାମୀଣ ଡାକସେବକ ସଂଘ ।

4.ବିଷାକ୍ତ ମଦ ପିଇ 6 ମୃତ, ପୋଲିସର ତଦନ୍ତ ଜାରି

ବିଷାକ୍ତ ମଦ ସେବନ ଯୋଗୁଁ ଗତ 48 ଘଣ୍ଟା ମଧ୍ୟରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ।

5.କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କୋରୋନା ପଜିଟିଭ

କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

6.ବ୍ୟାଘ୍ର ପ୍ରକଳ୍ପ ପାଇଁ ପୁଣି ସ୍ଥାନାନ୍ତରଣ ହେବ ଗାଁ

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପୁଣି ଥରେ ସଜାଡ଼ିବାର ପ୍ରୟାସ କରୁଛି ବନ ବିଭାଗ । ଏଥିପାଇଁ ପ୍ରକଳ୍ପ ଭିତରେ ଥିବା ଅସନବାହାଳି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

7.ବାଣପୁର ସବଜେଲରେ ବିଚରାଧୀନ କଏଦୀର ମୃତ୍ୟୁ, ସୁରକ୍ଷା ଉପରେ ପ୍ରଶ୍ନବାଚୀ

ବାଣପୁର ସବଜେଲରେ ଜଣେ ବିଚରାଧୀନ କଏଦୀର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

8.କର୍ଣ୍ଣାଟକର ଆଇପିଏସ ଅଫିସର ରୂପାଙ୍କ ଉପରେ ରାଗିଲେ କୁଇନ

ପୁଣି ଚର୍ଚ୍ଚାରେ କଙ୍ଗନା । ଏଥର ତାଙ୍କ ରାଗର ଶିକାର ହୋଇଛନ୍ତି ଆଇପିଏସ ଅଫିସ ରୂପା । ଟ୍ବିଟରରେ ଚାଲିଛି ବାକ୍ ଯୁଦ୍ଧ ।

9.ସୀମାରେ ହଟିଲା ଆନ୍ଧ୍ରପ୍ରଦେଶ ଲୋକଙ୍କ ରାସ୍ତା ଅବରୋଧ, ଓଡିଶାର ଜମି ମପା ଆରମ୍ଭ

ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଉଭୟ ପକ୍ଷର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ସଫଳ । ଆଲୋଚନା ସରିବା ପରେ ଆନ୍ଧ୍ରପ୍ରଦେଶର ଲୋକଙ୍କ ପକ୍ଷରୁ ଦୀର୍ଘ ଆଠ ଦିନ ଧରି କରାଯାଇଥିବା ରାସ୍ତା ଅବରୋଧ ହଟିଥିବା ବେଳେ ଆରମ୍ଭ ହୋଇଛି ଜମି ମାପ ।

10.ଜାତୀୟ ଫୁଟବଲ ଶିବିରର 2 ଓଡ଼ିଆ , ଆଉ ଜଣେ ଆଇଲିଗ ପାଇଁ ମନୋନୀତ

ଏଏଫସି ଚମ୍ପିୟାନସିପ ଭୁବନେଶ୍ବରରୁ ରାଜେଶ ରୋଶନ ଓ ଫୁଲବାଣୀ କ୍ରୀଡା ଛାତ୍ରବାସରୁ ଅଉଲା ଶିବ ପ୍ରସାଦଙ୍କ ସ୍ଥାନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.