ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 7, 2020, 9:09 PM IST

1.ଏସଆରସିଙ୍କ ନିର୍ଦ୍ଦେଶ, କୋଭିଡ ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

କୋରୋନାକୁ ନେଇ ଏସଆରସିଙ୍କ ପ୍ରେସମିଟ । କୋଭିଡ ନିୟମ ପାଳନ ନକଲେ ବୁଧବାରଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ।

2.ବର୍ଷାରେ ଭାଙ୍ଗିଗଲା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କ ମାଟିଘର

ବର୍ଷାରେ ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଡଃ. ଜିତେନ୍ଦ୍ରିୟ ହରିପାଳଙ୍କ ମାଟି ଘରଟି ଘର ଭାଙ୍ଗିଯାଇଛି । ହରିପାଲ ସରକାରୀ ସହାୟତା ସହ ବାସ ଗୃହ ପାଇଁ ଦାବି କରିଛନ୍ତି ।

3.‘ଗୋଟିଏ ଛୋଟ ଭୁଲ ପାଇଁ ଆମ ପରିବାର ବହୁଦିନ ଧରି ସମସ୍ୟାରେ ପଡିଛନ୍ତି’

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ସେ କହିଛନ୍ତି ଯେ, ମୋର ଗୋଟେ ଛୋଟିଆ ଭୁଲ ପାଇଁ, ମୋ ପରିବାର ବହୁଦିନ ଧରି ସମସ୍ୟାରେ ଅଛନ୍ତି ।

4.ଗଞ୍ଜାମରେ ଖରିଫ ଧାନ ବିକ୍ରି ପାଇଁ ୯୯.୬୪% ପଞ୍ଜିକରଣ

ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଜିଲ୍ଲାରେ ଚାଷୀ ପଞ୍ଜିକରଣ ୯୯.୬୪ ପ୍ରତିଶତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5.ତେଲେଙ୍ଗାନା-ଛତିଶଗଡ ସୀମାରେ ଏନକାଉଣ୍ଟର, 2 ମାଓବାଦୀ ମୃତ

ତେଲେଙ୍ଗାନା-ଛତିଶଗଡ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ 2 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

6.ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଖଇରା ଥାନାରେ ଏତଲା ଦେଲେ ପ୍ରେମିକା ଚିନ୍ମୟୀ

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି ସସପେନ୍ସ । ଆଦିତ୍ୟଙ୍କ ପରିବାର ବିରୋଧରେ ଖଇରା ଥାନାରେ ଏତଲା ଦେଲେ ତାଙ୍କ ପ୍ରେମିକା ଚିନ୍ମୟୀ ।

7.କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ବର୍ଥଡେ ସରପ୍ରାଇଜ ଦେଲେ ଡାକ୍ତର

ଉତ୍ତରପ୍ରଦେଶ ମିରଟର ଏକ କୋଭିଡ ହସ୍ପିଟାଲରେ କୋଭିଡ ରୋଗୀକୁ ଡାକ୍ତରମାନେ ବର୍ଥଡେ ସରପ୍ରାଇଜ ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

8.ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଛୁରୀ ଭୁଷି ହତ୍ୟା କଲେ ଡାକ୍ତରାଣୀ ପତ୍ନୀ

ହାଇଦ୍ରାବାଦ ରାଜେନ୍ଦ୍ର ନାଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ଡାକ୍ତର ନିଜ ସ୍ବାମୀଙ୍କ ହତ୍ୟା କରିଛନ୍ତି। ସ୍ବାମୀ ସେନାର ଅବସରପ୍ରାପ୍ତ କ୍ୟାପଟେନ୍ ଥିବାବେଳେ ମହିଳା ମଧ୍ୟ ସେନାର ଅବସରପ୍ରାପ୍ତ ଡାକ୍ତର ଥିଲେ ।

9.ଜୈବ ଇନ୍ଧନର ଉପଯୋଗ ପାଇଁ ଆଲୋଚନା

ଜୈବ ଇନ୍ଧନର ଉପଯୋଗ ଏବଂ ସଦୂପଯୋଗ କରିବା କ୍ଷେତ୍ରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ପ୍ରଜ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

10.ଜୟଶଙ୍କରଙ୍କ ସହ ଆଲୋଚନା କରିବାକୁ ମସ୍କୋ‌ ଆସିବେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି

ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିବାକୁ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ବୁଧବାର ସନ୍ଧ୍ୟାରେ ମସ୍କୋରେ ପହଞ୍ଚିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.