ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@5PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 4, 2020, 9:00 PM IST

1.ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଘଟଣା; ବିଧାୟକ ପ୍ରକାଶ ସୋରେନ ଗିରଫ

ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମରା ଘଟଣାରେ ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କଲା ପୋଲିସ ।

2.ବିଧାୟକ ପ୍ରଶାନ୍ତ ମୁଦୁଲି କୋରୋନା ସଂକ୍ରମିତ

ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି COVID-19 ପଜିଟିଭ୍ ପରୀକ୍ଷା କରିବା ସହ ସଂକ୍ରମିତ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

3.କୋଭିଡ ଗାଇଡ଼ଲାଇନ ପାଳନ କରି ପୁରୀରେ ଖୋଲିଲା ହୋଟେଲ

ଏଣିକି ରାଜ୍ୟରେ ଖୋଲି ପାରିବ ହୋଟେଲ , ବାର ଓ ରେଷ୍ଟୁରାଣ୍ଟ। ରାଜ୍ୟ ସରକାର ଏନେଇ ଜାରି କରିସାରିଛନ୍ତି ନିର୍ଦ୍ଦେଶନାମା।

4.ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ ଛାତ୍ର କଂଗ୍ରେସର ବିରୋଧ, ସମର୍ଥନରେ ଛାତ୍ରଛାତ୍ରୀ

ଗତ 2 ଦିନ ତାରିଖ ଦିନ ରାଜ୍ୟ କ୍ୟାବିନେଟର ଅନୁଷ୍ଠିତ ସ୍ବତନ୍ତ୍ର ଅଧିବେଶନରେ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ଅଣାଯାଇଥିବା କଥା କୁହାଯାଇଥିଲା ।ଶୁକ୍ରବାର ଏହି ଆଇନକୁ ବିରୋଧ କରି ରାଜରାସ୍ତା ଅବରୋଧ କରିଥିଲା ଛାତ୍ର କଂଗ୍ରସ ।

5.ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡିଡି

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ ଗଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଡେପ୍ୟୁଟି ଡାଇରେକ୍ଟର (ଡିଡି) ରମେଶ ଚନ୍ଦ୍ର ବେହେରା । ସେ ଦେଢ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସୁରାକ ପାଇଥିଲା ଭିଜିଲାନ୍ସ ।

6.ଆର୍ମି ଓ ନାଭାଲ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ଚଳାଇବ ସ୍ବତନ୍ତ୍ର ଟ୍ରେନ

ଏନ୍‌ଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନେଇଛି ନିଷ୍ପତି । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ ।

7.ବାରମୁଲ୍ଲାରେ ଏନକାଉଣ୍ଟର, 3 ଆତଙ୍କବାଦୀ ନିପାତ

ଜମ୍ମୁ କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 3 ଆତଙ୍କବାଦୀ ନିହତ ହୋଇଛନ୍ତି ।

8.ବୃଦ୍ଧି ହେବ ପ୍ରଶ୍ନକାଳ, ଲିଖିତରେ ଉତ୍ତର ଦେବେ ସରକାର

କୋରୋନା ପାଇଁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତି କାରଣରୁ ଲୋକସଭାରେ ପ୍ରଶ୍ନ କାଳକୁ ସାମୟିକ ଭାବରେ ବୃଦ୍ଧି କରାଯାଇଛି ।

9.ଚୀନ ସହ ବିବାଦକୁ ଅପ୍ରତ୍ୟାଶିତ କହିଲେ ବୈଦେଶିକ ସଚିବ

ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା । ସେ ଏହି ପରିସ୍ଥିତିକୁ ଏକ 'ଅପ୍ରତ୍ୟାଶିତ' ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି।

10.ଚୀନ ସହ ବିବାଦ ମଧ୍ୟରେ ବଙ୍ଗୋପସାଗରରେ ଯୁଦ୍ଧାଭ୍ୟାସ କରିବେ ଭାରତ-ଋଷ ନୌସେନା

ଇନ୍ଦ୍ରା ନୌସେନା ଯୁଦ୍ଧାଭ୍ୟାସର ଏକାଦଶ ସଂସ୍କରଣ ଅନୁଯାୟୀ, ଭାରତ ଏବଂ ଋଷର ନୌସେନା 4 ଏବଂ 5 ସେପ୍ଟେମ୍ବରରେ ବଙ୍ଗୋପସାଗରରେ ନିର୍ଦ୍ଧାରିତ ସମୁଦ୍ର ଯୁଦ୍ଧାଭ୍ୟାସରେ ସାମିଲ ହେବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.