1.ସଟଡାଉନ କଟକଣାକୁ ସମବାୟ ମନ୍ତ୍ରୀଙ୍କ ବେଖାତିର
2.ରାଜଧାନୀମୁହାଁ ଗଞ୍ଜେଇ ବେପାରୀ, ଏସଟିଏଫ ପଞ୍ଝାରେ କନ୍ଧମାଳର 2 ବ୍ୟବସାୟୀ
3.'ହୀରାକୁଦ ପାଣି ଛାଡିଲା ଭଳି କରୋନା ମୁକାବିଲା କରୁଛନ୍ତି ରାଜ୍ୟ ସରକାର'
4.ପ୍ରବାସୀ ଓଡିଆଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ
5.ଗୋଟିଏ ରାଜ୍ୟ ଗୋଟିଏ ରାଜଧାନୀ: ବିଦେଶରୁ ଛୁଟିଲା ପ୍ରବାସୀଙ୍କ ସମର୍ଥନ
6. କୋଲକାତାରୁ 6 ସହରକୁ ବିମାନ ସେବା ବନ୍ଦ
କୋଭିଡ-19 ସଂକ୍ରମଣକୁ ରୋକିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରୟାସ । ଏହି 6ଟି ସହରରୁ କୋଲକାତାକୁ ଉଡିବନି ବିମାନ ।
7.ଭାରତରେ ପ୍ରଥମ ବ୍ରାଣ୍ଡ କ୍ୟାମ୍ପେନ ଆରମ୍ଭ କଲା ହ୍ବାଟ୍ସଆପ
8.ଚୀନ ବିରୁଦ୍ଧରେ ଭାରତ ପଛରେ ଠିଆ ହେଲା ଜାପାନ
9.ଦିଲ୍ଲୀ ଦଙ୍ଗା ମାମଲା: ଖୁଲାସା କଲା ସ୍ପେଶାଲ ସେଲ
10.20 ବର୍ଷରୁ କମ୍ ବିଶ୍ବକପ ଭେନ୍ୟୁ ନୀରିକ୍ଷଣ କରିବ ଫିଫା