ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 23, 2020, 9:01 AM IST

1.ସୁପ୍ରିମକୋର୍ଟରେ ରାଜସ୍ଥାନ ମାମଲା, ଆଜି ବାଚସ୍ପତିଙ୍କ ଯାଚିକାର ଶୁଣାଣି

ଆଜି ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି ।..

2.ସାମ୍ପ୍ରତିକ ସମସ୍ୟା ନେଇ ସାଉଦି ବୈଦେଶିକ ମନ୍ତ୍ରୀ-ଜୟଶଙ୍କରଙ୍କ ଆଲୋଚନା

ବୁଧବାର ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ ଫରହାନଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆଲୋଚନା କରିଛନ୍ତି..

3.ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା

ଲକଡାଉନର ସିଧା ପ୍ରଭାବ ପଡିଛି ସଡକ ଦୁର୍ଘଟଣା ଉପରେ । ଲକଡାଉନ ପିରିୟଡରେ ମୋଟ ୬୫ ପ୍ରତିଶତ କମିଛି ଦୁର୍ଘଟଣା ହାର..

4.ବିଲୁଙ୍ଗ ଗାଁ ହେଲା ‘ରଙ୍ଗବତୀ ବିଲୁଙ୍ଗ’, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ରଙ୍ଗବତୀ ଗୀତ ଅନୁଯାୟୀ ଗୀତିକାରଙ୍କ ଗ୍ରାମକୁ ମଧ୍ୟ ରଙ୍ଗବତୀ ବୋଲି ନାମିତ କରାଯାଇଛି..

5. ୧ ଲକ୍ଷ ୪୦ ହଜାର ନିର୍ମାଣ ଶ୍ରମିକଙ୍କ ନାମ ହେବ ପଞ୍ଜୀକୃତ: ଶ୍ରମ ସଚିବ

ସମ୍ପ୍ରତି କୋରୋନା ମହାମାରୀ ପରିସ୍ଥିତିରେ ବାହାର ରାଜ୍ୟରୁ ଫେରି ଆସିଥିବା ୧ ଲକ୍ଷ ୪୦ହଜାର ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକୃତ କରାଯିବ..

6.ରାଜସ୍ଥାନର ପୂର୍ବତନ ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ଗୁଳି କରି ହତ୍ୟା

ଗତକାଲି (ବୁଧବାର) ରାତିରେ ଅଜମେରର ସିନେ ୱାର୍ଲ୍ଡ ନିକଟରେ ରାଜସ୍ଥାନର ଯୁବ କଂଗ୍ରେସ ସଭାପତି ବିକ୍ରମ ଶର୍ମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି..

7.ସିସିଟିଭିରେ କଏଦ ଆଦିତ୍ୟ, ଜିଆରପିର ତନାଘନା

ସିଟିଭିରେ କଏଦ ହୋଇଛି ଆଦିତ୍ୟ ଦାସଙ୍କ ମୃତ୍ୟୁ ପୂର୍ବର କିଛି ଦୃଶ୍ୟ । ଯେଉଁଥିରେ ଆଦିତ୍ୟ ରାସ୍ତାରେ ଏକାକୀ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି..

8.ରାୟଗଡାରେ 300ପାର ଆକ୍ରାନ୍ତଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ

ଜିଲ୍ଲାରେ ୩୦୦ ଅଙ୍କ ପାର କରିଛି ମହାମାରୀରେ ସଂକ୍ରମିତଙ୍କ ତାଲିକା । ବୁଧବାର ଜିଲ୍ଲାରେ ପୁଣି ସର୍ବମୋଟ ୯୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..

9.ଭୁଟାନରେ 4 ଯବାନଙ୍କ ମୃତ୍ୟୁ, ଭାରତ ସରକାରଙ୍କ ଶୋକପ୍ରକାଶ

ଭୁଟାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିପୁଳ ସଂଖ୍ୟାରେ କ୍ଷୟକ୍ଷତି ଘଟିବା ସହ ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ ହୋଇଛି..

10.ଏବର୍ଷ ରାକ୍ଷୀ ସିଜନରେ 4 ହଜାର କୋଟି ଟଙ୍କା କ୍ଷତି ସହିବ ଚୀନ: CAIT

ରାକ୍ଷୀବନ୍ଧନ ପାର୍ବଣ ସମୟରେ ପାଖାପାଖୀ 6,000 କୋଟି ଟଙ୍କାର ରାକ୍ଷୀ ଉତ୍ପାଦ ବିକ୍ରି କରାଯାଇଥାଏ । ଯେଉଁଥିରେ କେବଳ ଚୀନର ଯୋଗଦାନ 4,000 କୋଟି ଟଙ୍କା ରହିଥାଏ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.