ETV Bharat / bharat

TOP NEWS@9AM:ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ବିଶ୍ବ ଜନସଂଖ୍ୟା ଦିବସ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM:ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 11, 2020, 9:01 AM IST

1.ବିଶ୍ବ ଜନସଂଖ୍ୟା ଦିବସର ମହତ୍ତ୍ବ ଓ ଥିମ୍

ଜନସଂଖ୍ୟାର କେତେକ କାରଣ ହେଉଛି ପରିବାର ଯୋଜନା, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ, ମାନବିକ ଅଧିକାର, ସ୍ବାସ୍ଥ୍ୟଗତ ଅଧିକାର, ଶିଶୁର ସ୍ବାସ୍ଥ୍ୟ..

2.ଆଜି ସୋନିଆ ଗାନ୍ଧୀଙ୍କ ସହ କଂଗ୍ରେସ ସାଂସଦଙ୍କ ଭର୍ଚୁଆଲ ବୈଠକ

ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଭର୍ଚୁଆଲ ବୈଠକ ଡାକିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ..

3.ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ

ମୁମ୍ବାଇର ବୋରିଭାଲି ୱେଷ୍ଟର ଏକ ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ 14 ଟି ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି..

4.ଆସାମ ବନ୍ୟା ପରିସ୍ଥିତିରେ ସୁଧାର, ଏବେ ବି ଜଳବନ୍ଦୀରେ 724 ଗାଁ

ଆସାମର ବନ୍ୟା ପରିସ୍ଥିତିରେ ସୁଧାର । 14 ଜିଲ୍ଲାର 3,41,837 ଲୋକେ ପ୍ରଭାବିତ। ଜଳବନ୍ଦୀରେ 724 ଗାଁ..

5.ସମ୍ବଲପୁର ଅପହରଣ ମାମଲା: ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ

ସମ୍ବଲପୁର ପୋଲିସକୁ ମିଳିଲା ସଫଳତା । ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କଲା ପୋଲିସ..

6.ଜେଲକୁ ବ୍ୟାପିଲା କୋରୋନା, ଜେଲର କୋରୋନା ପଜେଟିଭ

ଗୋଆର କେନ୍ଦ୍ରୀୟ ଜେଲର ଜେଲର କୋରୋନା ପଜେଟିଭ..

7.ଟ୍ରେନ ମେମୋ ଖୋଲିବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ !

ଟ୍ରେନ ମେମୋ ରେଳ ଧାରଣାର ଘଟୁଥିବା ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ । ଟ୍ରେନ ମେମୋ ହେଉଛନ୍ତି ଟ୍ରେନ ଚାଳକ, ଯେ କି ଟ୍ରେନ ସାମ୍ନାରେ ହେଉଥିବା ଅଘଟଣକୁ ନିଜ ଆଖିରେ ଦେଖିଥାନ୍ତି..

8.କୋରୋନା ସଂକ୍ରମଣ ରୋକିବା ଦିଗରେ ଧରାବିକୁ ପ୍ରଶଂସା କଲା WHO

କୋରୋନା ଭାଇରସ୍ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପ୍ରୟାସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି..

9.କର୍ଣ୍ଣାଟକ କଳା ଓ ହସ୍ତତନ୍ତକୁ ପ୍ରମୋଟ କରିବ ଫ୍ଲିପକାର୍ଟ, ଏମଓୟୁ ସ୍ବାକ୍ଷର

କର୍ଣ୍ଣାଟକର ସ୍ଥାନୀୟ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତକୁ ପ୍ରମୋଟ କରିବା ପାଇଁ ଫ୍ଲିପକାର୍ଟ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ସରକାର..

10.ମହାକାଳ ମନ୍ଦିରରେ ବେଫିକର ବୁଲୁଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ଦେଖନ୍ତୁ ଭିଡିଓ...

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଜାରିରହିଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.