ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @ 9 AM

TOP NEWS@9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9AM
TOP NEWS@9AM
author img

By

Published : Aug 21, 2020, 9:00 AM IST

1-ଆଜିଠୁ ଯୁକ୍ତ 2 ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ

ଆଜିଠାରୁ ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ । ସକାଳ 11ଟାରୁ ସେପ୍ଟେମ୍ବର 4 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

2-ରାଜ୍ୟର ଦ୍ବିତୀୟ ସ୍ବଚ୍ଛ ସହରର ମାନ୍ୟତା ପାଇଲା ଷ୍ଟିଲ ସିଟି

ସ୍ବଚ୍ଛ ସର୍ବେକ୍ଷଣ 2020 ପ୍ରକାଶ ପାଇଛି । 4242ଟି ସହରରକୁ ନେଇ ଏଥର ସର୍ବେକ୍ଷଣ କରାଯାଇଥିଲା । ଯେଉଁଥିରେ ଓଡିଶା ରାଜ୍ୟ ଶ୍ରେଣୀରେ 8 ସ୍ଥାନ ପାଇଛି । ଅଧିକ ପଢନ୍ତୁ...

3-ଚାକିରି ନାଁରେ ଅନଲାଇନ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି

ଅନଲାଇନ ଜବ ଅଫର ଆସୁଛି କି ? ହୁସିଆର ମୌକା ଦେଖି ଚୌକା ପିଟିବାକୁ ତୟାର ଅଛନ୍ତି ସାଇବର ଠକ। ଆପଣଙ୍କର ଦୁର୍ବଳତାର ଫାଇଦା ନେଇ ହୋଇପାରନ୍ତି ଠକାମିର ଶିକାର । କାରଣ ଏପରି କିଛି ସତର୍କ ଘଣ୍ଟି ଜାରି କରିଛି ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଟିମ। ଏନେଇ ଏକ ଆଡଭାଇଜାରି ଜାରି କରାଯାଇଛି। ସମସ୍ତ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ଏନେଇ ଧ୍ୟାନ ଦେବାକୁ କୁହାଯାଇଛି।

4-ଆନ୍ଧ୍ରରେ ପୁଣି ଆମୋନିଆ ଗ୍ୟାସ ଲିକ, 14 ଅସୁସ୍ଥ

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ବଣ୍ଡାପାଲି ଅଞ୍ଚଳରେ ଥିବା ଏକ ଦୁଗ୍ଧ କେନ୍ଦ୍ରରୁ ଆମୋନିଆ ଗ୍ୟାସ ଲିକ । ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିନଥିବା ବେଳେ 14 ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଅଧିକ ପଢନ୍ତୁ..

5-ସରକାରୀ ଜମି ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଉର୍ଦ୍ଧ୍ବ ଆହତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ୧୦ରୁ ଅଧିକ ଆହତ । ଅଧିକ ପଢନ୍ତୁ...

6-କାଳ ସାଜିଲା କୋରୋନା, ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର

କୋରୋନା ସାଜିଛି କାଳ । ଗଣେଷ ମୂର୍ତ୍ତି ବ୍ୟବସାୟ ଠପ୍‌ । ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର । ଅଧିକ ପଢନ୍ତୁ...

7-ମହିଳାଙ୍କ ସ୍ୱାବଲମ୍ବୀ ହେବାର ପ୍ରୟାସ: ସାହାଯ୍ୟ କଲେ ସବ୍ୟସାଚୀ

କୋରୋନା ମହାମାରୀ ଅନେକଙ୍କ ସଂସାର ଛାରକାର କରିଦେଇଛି । ଅନେକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହା ପୂର୍ବରୁ ବେଶ ଭଲ କିଛି ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଜୀବିକା ହରାଇ ଏବେ ରାଜରାସ୍ତାକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଥିବା ରାଜଧାନୀ ଭୁବନେଶ୍ବରର ସ୍ଥାନୀୟ ଜିଡିପି କଲୋନୀରେ ରହୁଥିବା ମହିଳା ଜ୍ୟୋସ୍ନାରାଣୀ ମହାନ୍ତିଙ୍କ କ୍ଷେତ୍ର ।

8-ତେଲେଙ୍ଗାନା ଶ୍ରୀଶୈଲମ ପାୱାର ଷ୍ଟେସନରେ ଅଗ୍ନିକାଣ୍ଡ, ଫସିଛନ୍ତି 9 କର୍ମଚାରୀ

ବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ। ତେଲେଙ୍ଗାନାର ଶ୍ରୀଶୈଲାମ ପାୱାର ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ କାର୍ଯ୍ୟରତ 9 ବିଦ୍ୟୁତ୍ କର୍ମଚାରୀ ଷ୍ଟେସନ ଭିତରରେ ଫସି ରହିଛନ୍ତି।

9-କୋରୋନାରେ ହାଇଦ୍ରାବାଦର ଆହୁରି 6 ଲକ୍ଷ ଲୋକ ସଂକ୍ରମିତ ହେବେ: ଅଧ୍ୟୟନ

ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) ପକ୍ଷରୁ ଏହି ଅଧ୍ୟୟନ କରିଛି । ସହରର ଆବର୍ଜନାକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା ।ଏହି ଅଧ୍ୟୟନ ସହରର ପ୍ରାୟ 80 ପ୍ରତିଶତ ସ୍ବିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ ଆଧାରିତ ।

10-ଅର୍ଡର କରିଥିଲେ ପାୱାର ବ୍ୟାଙ୍କ, ମିଳିଲା ମୋବାଇଲ

ସଚ୍ଚୋଟପଣିଆ ଯୋଗୁଁ ବହୁ ଲୋକେ ବହୁ ସମ୍ମାନ ପାଇଛନ୍ତି । ଏପରି ଏକ ସଚ୍ଚୋଟପଣିଆର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ଏଠାରେ ନବିଲ ନାମକ ଜଣେ ଯୁବକ ଅନଲାଇନରୁ 1400 ଟଙ୍କାର ପାୱାର ବ୍ୟାଙ୍କ ଅର୍ଡର କରିଥିଲେ । ହେଲେ ଭୁଲରେ ତାଙ୍କ ପାଖକୁ 8 ହଜାର ଟଙ୍କାର ମୋବାଇଲ ଫୋନ୍ ଆସି ପହଞ୍ଚିଥିଲା । ସେ ଫୋନକୁ ନରଖି ଫେରାଇବାକୁ ଚାହିଁଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.