ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 19, 2020, 7:00 PM IST

1. ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ପୋଲିସର ଛାନଭିନ୍‌

କଟକରେ ବଡ ଧରଣର ଡକାୟତି। ନୟାସଡକରେ ଥିବା ଏକ ଫାଇନାନ୍ସରୁ ପାଖାପାଖି 12 କୋଟି ଟଙ୍କାର ଜିନିଷ ଲୁଟି ନେଇଥିବା ସୂଚନା । ବିଶେଷ କରି ଲକରରେ ଥିବା ସୁନାଗହଣାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି ।

2. ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ

ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦକୁ 10 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ହାଫିଜ ସୟିଦ ସହ ତାର ଦୁଇ ସହଯୋଗୀ ଜାଫର ଇକବାଲ ଓ ୟାହା ମୁଜାହିଦଙ୍କୁ 10 ବର୍ଷ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଇଛନ୍ତି ପାକିସ୍ତାନର ଆଣ୍ଟି-ଟେରରିଜିମ କୋର୍ଟ ।

3. ‘ବୈଜୟନ୍ତ ଠିକ୍ କହିଛନ୍ତି, ଓଡିଶାରେ ପାକିସ୍ତାନ ଭଳି ଶାସନ ଚାଲିଛି’

ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିବା ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡାଙ୍କ ସହ ସ୍ବର ମିଳାଇଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର ।

4.ଷ୍ଟିଲସିଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ ପାଇପ

ରାଉରକେଲା ସହରର ଉଦିତ ନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 10ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ୍‌ ପାଇପ ଜଳି ନଷ୍ଟ ହୋଇଥିବା ସୂଚନା ।

5. କଟକରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ପାଇଁ ଦାବି

କଟକ ଏସସିବିକୁ ସଂଯୋଗୀକରଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏଥିରେ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ଥଇଥାନ ପାଇଁ ଦାବି ।

6.ବଜାର ପ୍ରଫିଟରେ ଲାଗିଲା ଲଗାମ, ସେନସେକ୍ସ 580 ପଏଣ୍ଟ ଖସିଲା

ଆଜିର କାରବାର ଆରମ୍ଭ ପରେ ନକରାତ୍ମକ ବୈଶ୍ବିକ ସଙ୍କେତ ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ସେନସେକ୍ସ ଓ ନିଫ୍ଟି ପ୍ରବଳ ହ୍ରାସ ସହ କାରବାର ବନ୍ଦ କରିଛି ।

7. ବିହାରର ଶିକ୍ଷାମନ୍ତ୍ରୀ ପଦରୁ ମେୱାଲାଲ ଚୌଧୁରୀଙ୍କ ଇସ୍ତଫା

ବିହାରର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେୱାଲାଲ ଚୌଧୁରୀ । ସବୌର କୃଷି ବିଶ୍ବବିଦ୍ୟାଳୟରେ ଅନୈତିକ ଉପାୟରେ ମେୱାଲାଲ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି।

8. PSL-5 ଚମ୍ପିଆନ କରାଚି କିଙ୍ଗସ୍ ଖେଳାଳିଙ୍କୁ ଉପହାରରେ ମିଳିବ ଆପାର୍ଟମେଣ୍ଟ

ପାକିସ୍ତାନ ସୁପର ଲିଗର 5ମ ସଂସ୍କରଣର ଟାଇଟଲ ହାତେଇଥିବା କରାଚି କିଙ୍ଗ୍ସର ସମସ୍ତ ଖେଳାଳିଙ୍କୁ ଉପହାରରେ ଆପାର୍ଟମେଣ୍ଟ ମିଳିବ ।

9.କଟକ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ: ଡିସିପି

କଟକରେ ଆଇଆଇଏଫଏଲ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାର ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ଏନେଇ 3ଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଡିସିପି କହିଛନ୍ତି ।

10.ଟ୍ରାଫିକ ମହିଳା ପୋଲିସଙ୍କ ନିଃସ୍ବାର୍ଥପର ସେବାକୁ ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା

ସଡକ ଦୁର୍ଘଟଣାରେ ଆଘାତପ୍ରାପ୍ତ ମହିଳାଙ୍କୁ କାର୍ଯ୍ୟରତ ଟ୍ରାଫିକ ପୋଲିସ ସେବା କରିଥିଲେ । ତେବେ ମହିଳାଙ୍କ ଏପରି ନିଃସ୍ବାର୍ଥପର ସେବାକୁ କିଟ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.