ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

ନଜର ପକାନ୍ତୁ NEWS @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
author img

By

Published : Sep 22, 2020, 7:07 PM IST

1.କୋଇଲା ଖଣି ନିଲାମକୁ 3 ମାସ ଘୁଞ୍ଚାଇବାକୁ ଚିଠି ଲେଖିଲେ ପ୍ରଫୁଲ୍ଲ

ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଖଣିଜ କାରବାର ବେଶ ପ୍ରଭାବିତ ହୋଇଛି । ଯଦି ଏହି ପରିସ୍ଥିତିରେ ନିଲାମ ହୁଏ ନିଲାମ ଡାକ କମିବ ବୋଲି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

2.ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ, ୧୪୫ ସିଟ୍ ପ୍ରସ୍ତୁତ

କୋରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦ ଢାଞ୍ଚାରେ ବସିବ ବିଧାନସଭାର ଏହି ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

3.ରାଜ୍ୟସଭା ପରେ ଲୋକସଭା ବହିଷ୍କାର କଲେ ବିରୋଧୀ

ରାଜ୍ୟସଭା ପରେ ଲୋକସଭାକୁ ବହିଷ୍କାର କରିଛନ୍ତି ବିରୋଧୀ । ବିରୋଧୀ ଦଳର 8 ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାରନହେବା ପର୍ଯ୍ୟନ୍ତ ସଂସଦର ଗୃହକାର୍ଯ୍ୟ ବହିଷ୍କାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ନାରାଜ ସାଂସଦ ।

4.1000 ଏକର ଜମିରେ ନିର୍ମାଣ ହେବ ଫିଲ୍ମସିଟି, ସିଏମ ଯୋଗୀ ମାରିଲେ ମୋହର

ନୋଏଡାରେ ନିର୍ମିତ ହେବ ଦେଶର ବୃହତ୍ତମ ଫିଲ୍ମସିଟି । 1000 ଏକର ଜମିରେ ନିର୍ମାଣ ହେବ ଫିଲ୍ମ ସିଟି । ଏଥିଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯମୁନା ପ୍ରାଧିକରଣର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

5.ଦେଶରେ କୃଷି ବିଲ୍‌ ଝଡ ପରେ ବିଦେଶରୁ ଫେରିଲେ ରାହୁଲ-ସୋନିଆ

ଦେଶରେ କୃଷି ବିଲକୁ ନେଇ ରାଜନୈତିକ ଉତ୍ତେଜନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରୁ ଦିଲ୍ଲୀ ଫେରିଛନ୍ତି।

6.IPL ସମର: ରାଜସ୍ଥାନ ବିପକ୍ଷରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚେନ୍ନାଇ

ଆଜି ମ୍ୟାଚର ଷ୍ଟାର୍ଟ୍ସ ଏବଂ ରେକର୍ଡକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ, ‘ଆଇପିଏଲ ସମର’ ।

7.ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ

ୟୁଏସ ଓପନରୁ ବାଦ ପଡିବାର 15 ଦିନ ପରେ ବିଶ୍ବର ନଂ1 ଟେନିସ ଷ୍ଟାର ନୋବାକ ଜୋକଭିକ 5ଥର ପାଇଁ ଇଟାଲିୟନ ଓପନ ଟାଇଟେଲ ବିଜେତା ହୋଇଛନ୍ତି ।

8.ଡ୍ରଗ୍ସ ଲିଙ୍କ୍‌: ଦୀପିକାଙ୍କ ପରେ ସାମ୍ନାକୁ ଆସିଲା ଦିଆଙ୍କ ନାଁ, NCB କରିବ ଜେରା

ଡ୍ରଗ୍ସି ଲିଙ୍କ୍‌ ମାମଲାରେ ଏନସିବିର ରାଡାରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା । ତେବେ ଏନସିବି ଦିଆଙ୍କ ଜେରା କରିପାରେ ବୋଲି ସୂଚନା ମିଳିଛି ।

9.କଙ୍ଗନା-ଶିବସେନା ସଂଘର୍ଷ: ସଞ୍ଜୟ ରାଉତଙ୍କୁ ପକ୍ଷଭୁକ୍ତ କଲେ ହାଇକୋର୍ଟ, ବୁଧବାର ଶୁଣାଣି

ଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟକୁ ବିଏମସିର ଭଙ୍ଗାରୁଜା ଘଟଣାରେ ବମ୍ବେ ହାଇକୋର୍ଟରେ ଶୁଣାଣି । ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅଭିନେତ୍ରୀଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ଆଦେଶ ଦେଇଥିବା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

10.ସୁଶାନ୍ତ ମୃତ୍ୟୁ ମାମଲା, ପୁଣି ଏନସିବି ଆଗରେ ହାଜର ହେବେ ଜୟା ଶାହା

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ। ମୃତ୍ୟୁ ପଛରୁ ପରଦା ହଟିନଥିବା ବେଳେ ଛନ୍ଦି ହୋଇଚାଲିଛି ଅଡୁଆ ସୂତାର ଖିଅ। ଏନସିବି ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ କ୍ରମାଗତ ଦ୍ୱିତୀୟ ଦିନ ପଚରାଉଚରା ପାଇଁ ହାଜର ହେବାକୁ କହିଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.