ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - 7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖTOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବରବର
author img

By

Published : Sep 6, 2020, 7:07 PM IST

1.ଅଲଗା ହେବେ ଅନୁଭବ-ବର୍ଷା ! ପତ୍ନୀଙ୍କ ବିପକ୍ଷରେ ଛାଡପତ୍ର ପିଟିସନ ଦାଖଲ କଲେ ଅନୁଭବ

ସୁପରଷ୍ଟାରଙ୍କ ସମ୍ପର୍କରେ ନୂଆ ଟ୍ବିଷ୍ଟ । ବର୍ଷାଙ୍କ ବିରୋଧରେ ଛାଡପତ୍ର ନେଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ 47 ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ।

2.ରାଜଧାନୀରେ ଗଣଦୁଷ୍କର୍ମ: ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା । ଡିସିପିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ | ତଦନ୍ତରେ ଅବହେଳା ଜଣାପଡେ ତେବେ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

3.AITAର ନୂଆ ସଭାପତି ରାଜ୍ୟସଭା ସଦସ୍ୟ ଅନିଲ ଜୈନ

ରାଜ୍ୟସଭା ସଦସ୍ୟ ଅନିଲ ଜୈନ ଅଲ ଇଣ୍ଡିଆ ଟେନିସ ଆସୋସିଏସନ(AITA)ର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି ।

4.କୋରୋନାକୁ ହରାଇ ସୁସ୍ଥ ହେଲେ ଶିବୁ ସୋରେନ

କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

5.ଜମ୍ମୁର 298 ବ୍ୟାଙ୍କ କର୍ମଚାରୀଙ୍କୁ କୋରୋନା

ଶନିବାର ଜମ୍ମୁର ବିଭିନ୍ନ ବ୍ୟାଙ୍କ ଶାଖାରେ କରାଯାଇଥିବା ରାପିଡ ଆଣ୍ଟିଜେନ୍ ଟେଷ୍ଟରେ ପ୍ରାୟ 300 ବ୍ୟାଙ୍କ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

6.ସମ୍ବିଧାନ ମୂଳ ଢାଞ୍ଚାର ସିଦ୍ଧାନ୍ତ ଦେଇଥିବା କେଶବାନନ୍ଦ ଭାରତୀ ସ୍ବାମୀଙ୍କ ପରଲୋକ

କେରଳର 79 ବର୍ଷୀୟ କେଶବାନନ୍ଦ ଭାରତୀ ଶ୍ରୀପାଦାଗଲଭାରୁଙ୍କ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ହେତୁ ଇଦାନୀର ମଠରେ ପରଲୋକ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ । ସମ୍ବିଧାନର ମୌଳିକ ଢାଞ୍ଚାର ସିଦ୍ଧାନ୍ତ ଦେଇଥିଲେ କେଶବାନନ୍ଦ ।

7.ବିହାର ଶରିଫରେ ଓଲଟିଲା ବସ, 36 ଆହତ

ବିହାର ଶରିଫରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଖାପାଖି 36 ଜଣ ଗୁରୁତର ଆହତ ହୋଇଥିବା ସୂଚନା ।

8.ପବଜୀ ଖେଳାଳୀଙ୍କ ପାଇଁ ଆସିଲା ଫୌଜୀ ଗେମ୍ ଆପ୍

ଦେଶରେ ପବଜୀ ମୋବାଇଲ୍ ଆପ୍ ବ୍ୟାନ ହେବାର ଦୁଇ ଦିନ ମଧ୍ୟରେ ଆସିଲା ଏହାର ବିକଳ୍ପ । ଏବେ ପବଜୀ ଖେଳାଳୀଙ୍କୁ ମଜା ଦେବ ଫୌଜୀ ଗେମ ଆପ୍ । ଏହି ଆପ୍ ଅକ୍ଟୋବର ଶେଷ ସୁଦ୍ଧା ଲଞ୍ଚ ହେବ ବୋଲି କୁହାଯାଉଛି।

9.ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ

ଆସନ୍ତା 19 ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସିଜିନର ଓପନିଂ ମ୍ୟାଚ ଖେଳାଯିବାର ଉଲ୍ଲେଖ ରହିଛି ।

10.ଅର୍ଜୁନଙ୍କ ପରେ ମଲାଇକା କୋରୋନା ପଜିଟିଭ

ଅଭିନେତା ଅର୍ଜୁନ କପୁରଙ୍କ ପରେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହାର ସୂଚନା ଅଭିନେତ୍ରୀଙ୍କ ଭଉଣୀ ଅମୃତା ଆରୋରା ଦେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ଅର୍ଜୁନ କପୁର ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ତାଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.