1.ରାଜ୍ୟରେ ବଢୁଛି ସୁସ୍ଥତା ହାର, 24 ଘଣ୍ଟାରେ 229 ଆକ୍ରାନ୍ତ ସୁସ୍ଥ
2.ଭୁବନେଶ୍ୱରରୁ ଆଉ 45 ନୂଆ କୋରୋନା ପଜିଟିଭ ଚିହ୍ନଟ
3.ପଦ୍ମଶ୍ରୀଙ୍କ ନାମରେ ଏତଲା ପରେ ପ୍ରତିକ୍ରିୟା ରଖିଲେ ହଳଧର
4.ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର
ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର ।
5.ପୁଣି ବଜ୍ରପାତରେ ବିହାରରେ 21 ମୃତ
ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ବିହାରର 8ଟି ଜିଲ୍ଲାରୁ 21 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
6.ଚୀନକୁ ଆଉ ଏକ ଝଟକା, କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ ରଦ୍ଦ କଲେ ଯୋଗୀ ସରକାର
7.ପିଏମ ଲଞ୍ଚ କଲେ ସ୍ବଦେଶୀ ଆପ ତିଆରି ଚ୍ୟାଲେଞ୍ଜ
8.କୋରୋନା କାଳରେ କିପରି ହେବ ମୌସୁମୀ ଅଧିବେଶନ ? ଚିନ୍ତାରେ ସାଂସଦ
9.ମହେନ୍ଦ୍ର ସିଂହ ଧୋନି-ସାକ୍ଷୀଙ୍କ 10ମ ବିବାହ ବାର୍ଷିକୀ
ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଶନିବାର 10ମ ବିବାହ ବାର୍ଷିକୀ ମନାଇଛନ୍ତି ।
10.ଆମେରିକା ରାଷ୍ଟ୍ରପତି ନିର୍ବାଚନ: ସୋସିଆଲ ମିଡିଆରେ ଟ୍ରମ୍ପ-ବିଡେନ ଲଢେଇ