1. ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା
2. ସୁଶାନ୍ତ ସିଂଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା
3.କୋରୋନା ସଚେତନତା ପାଇଁ ପ୍ରୋଫାଇଲ ପିକ୍ଚର ବଦଳାଇଲେ ନବୀନ
କୋରୋନା ସଚେତନତା ପାଇଁ ନିଜ ସୋସିଆଲ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
4.ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା: ମୋଦି ଓ ନବୀନଙ୍କ ଶୋକପ୍ରକାଶ
5. ରାଜ୍ୟରେ ସୁସ୍ଥ ହେଲେ 114 ଆକ୍ରାନ୍ତ, ମୋଟ ସଂଖ୍ୟା 2708କୁ ବୃଦ୍ଧି
ରାଜ୍ୟରେ ଆଉ 114 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
6. ଆରବରୁ ଭୁବନେଶ୍ବରରେ ପହଞ୍ଚିଲେ ୨୧୫ ପ୍ରବାସୀ, ରଜର ଶୁଭେଚ୍ଛା ଦେଲେ ପାଇଲଟ
7. ମେସିନରେ ରଥଟଣା ପ୍ରସ୍ତାବକୁ ସେବାୟତଙ୍କ ବିରୋଧ
8. ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ଅପରାଜିତା
9. ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ଦେହାନ୍ତ, ଟ୍ବିଟରେ ଟ୍ରେଣ୍ଡ କରୁଛି #ଧୋନି
ସୁଶାନ୍ତଙ୍କ ଦେହାନ୍ତରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହ୍ୟାସ ଟ୍ୟାଗ୍ ଧୋନି (#ଧୋନି) ।
10. 2000ରୁ ଅଧିକ ଥର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ
ଚଳିତ ବର୍ଷ ଏବେ ସୁଦ୍ଧା ପାକିସ୍ତାନ ପକ୍ଷରୁ ସୀମାରେ 2000ରୁ ଉର୍ଦ୍ଧ୍ବ ଥର ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି ।