ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 21, 2020, 5:00 PM IST

1-ଯୌନ ନିର୍ଯାତନା ହତ୍ୟାର ପ୍ରମୁଖ କାରଣ: ଅରୁଣ ବୋଥ୍ରା

ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

2-ସ୍କାଏକିଙ୍ଗ ଠକେଇ ମାମଲା: ରିମାଣ୍ଡରେ ଯିବେ ଅଭୟ ପାଠକ !

ସ୍କାଏକିଙ୍ଗ ଠକେଇ ମାମଲାରେ ପୁଅ ଆକାଶ ପାଠକ ପରେ ଅଭୟ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିସନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ଆବେଦନ କରିଛି ।

3-ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ବୋରାଙ୍କ ନିଧନ

କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରାଙ୍କ 93 ବର୍ଷରେ ପରଲୋକ ।

4-ବର୍ଷାନୁଭବ ବିବାଦ: ବିଜେଡି ନେତା କହିଲେ ନବୀନଙ୍କଠୁ କିଛି ଶିଖିଲେନି ଅନୁଭବ

ବିଜେଡି ରାଜ୍ୟ ପରିଷଦ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅନୁପସ୍ଥିତ । ପାରିବାରିକ ବିବାଦ ନା ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ।

5-ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ତାରିଖ ଘୋଷଣା

ଯୁକ୍ତ ତିନି ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନର ତାରିଖ ଘୋଷଣା । ଅନଲାଇନରେ ଆବେଦନ ଶେଷ ତାରିଖ ଡିସେମ୍ବର 28 ।

6-ଆଗକୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ, ECର ପ୍ରସ୍ତୁତି ଆରମ୍ଭ

ପଶ୍ଚିମବଙ୍ଗ, ତାମିଲନାଡୁ, ପୁଡୁଚେରୀ, କେରଳ ଓ ଆସାମରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି ନିର୍ବାଚନ ଆୟୋଗ । ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ତଦନ୍ତ ଆରମ୍ଭ କରିଛି।

7-ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ, 2 ଅଙ୍କ ଛୁଇଁବନି BJP

ବିଜେପିକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 2 ଅଙ୍କ ଛୁଇଁ ପାରିବ ନାହିଁ ବୋଲି ଦାବି କରିଛନ୍ତି ପ୍ରଶାନ୍ତ ।

8-ଆସନ୍ତାକାଲି ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ-2020କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ମଙ୍ଗଳବାର ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ-2020କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9-ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ଖଦି ମାସ୍କ କ୍ରୟ କରିବ ଅରୁଣାଚଳ ସରକାର

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ତ୍ରିରଙ୍ଗା ରଙ୍ଗର ଖଦି ମାସ୍କ କ୍ରୟ କରିବ ଅରୁଣାଚଳ ପ୍ରଦେଶ ସରକାର । ରାଜ୍ୟରେ ଆସନ୍ତା ଜାନୁୟାରୀ ମାସରେ ସ୍କୁଲ ଖୋଲାଯିବ ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ।

10-ନତାଶାଙ୍କ ସହ ନିର୍ବନ୍ଧକୁ ନେଇ ଏମିତି କହିଲେ ବରୁଣ

ପୁଣିଥରେ ନିଜ ଲଭ ଲାଇଫ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ବରୁଣ । ନତାଶାଙ୍କ ସହ ସେ କରିନାହାଁନ୍ତି ନିର୍ବନ୍ଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.