ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭି ଭାରତ ଟପ୍ ଖବର

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 21, 2020, 5:07 PM IST

1. ପଞ୍ଜାବରେ କୃଷକଙ୍କ ରେଳରୋକ ସାମୂହିକ ପ୍ରତ୍ୟାହୃତ

ପଞ୍ଜାବରେ ଚାଲିଥିବା କୃଷକ ଆନ୍ଦୋଳନ ଓ ରେଳରୋକକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ସଂଗଠନ । 15 ଦିନ ପାଇଁ ସାମୂହିକ ପ୍ରତ୍ୟାହାର କରିବ ସଂଗଠନ ।

2. ପର୍ଯ୍ୟଟନ ଶିଳ୍ପକୁ ଟ୍ରାକକୁ ଆଣିବାକୁ ପ୍ରୟାସ; IRCTC ଆରମ୍ଭ କଲା ଟୁରିଷ୍ଟ ପ୍ୟାକେଜ

କୋରୋନା ମହାମାରୀ ମଧ୍ୟରେ ପ୍ରଥମ ପର୍ଯ୍ୟଟନ ଦର୍ଶନର ସୁବିଧା ଦେବ ଭାରତୀୟ ରେଳ । ଆସନ୍ତା ଜାନୁଆରୀ ମାସ ୨ ରୁ ରାମେଶ୍ବରମ୍‌, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ବୁକିଂ ଆରମ୍ଭ ହେବ ।

3. ମହିଳାଙ୍କଠୁ ଝାମ୍ପି ନେଇଥିଲେ ୫ ଲକ୍ଷ, ଅଢେଇ ମାସ ପରେ ମିଳିଲା ୩ ଲକ୍ଷ

କମିଶନରେଟ ପୋଲିସ ହାତରେ ହାଇପ୍ରୋଫାଇଲ ଲୁଟେରା । ଗଞ୍ଜାମର ଚିନ୍ତା ଦାସକୁ ଗିରଫ କରିଛି କମିଶନରେଟ ପୋଲିସ ।

4. ହାଇପ୍ରୋଫାଇଲ ଲୁଟେରା, ଏଟିଏମ ତାଡିବା ବେଳେ 5 ଗିରଫ

ଧରାପଡିଲେ ହାଇପ୍ରୋଫାଇଲ ଏଟିଏମ ଲୁଟେରା । ଏଟିଏମ ଡାଡିବା ବେଳେ ପୋଲିସ 5 ଜଣଙ୍କୁ ଗିରଫ କରିଛି ।

5. ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ସିମାନ୍ତ ଗାଁ ସିଲେଟ

''ଗାଁ କୁ ଚାଲ ଗାଁ କୁ ଗଢ'' ଏଭଳି ସ୍ଲୋଗାନ ନେଇ ସରକାର ଗାଁ ର ବିକାଶ ପାଇଁ ପ୍ରସ୍ତୁତ କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ଅନେକ ଟଙ୍କା। ହେଲେ କଳାହାଣ୍ଡି ଓ ରାୟଗଡା ସିମାନ୍ତ ସିଲେଟଗାଁ କୁ ଦେଖିଲେ ବାରି ହୁଏ ଏଠି ନାଁକୁ କେବଳ ସରକାରୀ ଯୋଜନା ।

6. ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲା: ଶ୍ରୀନଗରରେ ଇଡିର ଚଢାଉ

ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ଠକେଇ ମାମଲାରେ ଇଡିର ଚଢାଉ । ଶ୍ରୀନଗରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଇଡି ।

7. 'ରୁଟି’ଦେଲା ରୋଜଗାର; ସ୍ବାବଲମ୍ବୀ ହେଲେ ମହାଦେବୀ, 200ଙ୍କୁ ଦେଇଛନ୍ତି ନିଯୁକ୍ତି

ଖାଲି ପକେଟ, ଭୋକିଲା ପେଟ ଜୀବନର ଉଚିତ ଶିକ୍ଷା ଶିଖାଇଥାଏ । ଆଉ ଏହି ଉକ୍ତିର ଜଳନ୍ତ୍ବ ନିଦର୍ଶନ କର୍ଣ୍ଣାଟକ କଲବୁର୍ଗୀର ମହାଦେବୀ ହାଣ୍ଡିଶାଳ । ରୁଟି ତିଆରି କରି ନିଜ ପରିବାର ପ୍ରତିପୋଷଣ କରୁଥିବା ମହାଦେବୀ ଆଜି 200 ମହିଳାଙ୍କୁ ଯୋଗାଇଛନ୍ତି ରୋଜଗାର ପନ୍ଥା ।

8. କୋରୋନା ପଜିଟିଭ ଜୁନିୟର ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ କୋରୋନା ଆକ୍ରାନ୍ତ । ନିକଟରେ ସାନ ପୁଅ ବାରୁନ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି ।

9. ISL-7: ବିଜୟରୁ ଯାତ୍ରା ଆରମ୍ଭ କରିବାକୁ ଚାହିଁବ ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ୍‌

ISL-7ର 2ୟ ମ୍ୟାଚ ଆଜି ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯିବ ।

10. ଓଟିଟି ପ୍ଲାଟଫର୍ମରେ କଳା ନାଁରେ ଚାଲିଛି ଧନ୍ଦା: ନୱାଜୁଦ୍ଦିନ ସିଦ୍ଦିକୀ

ଅନେକ ପପୁଲାର ସିରିଜ ଓ ୱେବ ଫିଲ୍ମ ଦେଇସାରିଥିବା ନୱାଜ ଏବେ ଡିଜିଟାଲ ପ୍ଲାଟଫର୍ମ ବିଷୟରେ ଆଶ୍ଚର୍ଯ୍ୟକର କଥା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.