1. ଶୀତକାଳୀନ ଅଧିବେଶନ ; 11,200କୋଟିର ଅତିରିକ୍ତ ବଜେଟ୍ ଆଗତ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଗୃହରେ ଆଗତ ହେଲା ଅତିରିକ୍ତ ବଜେଟ । ସମୁଦାୟ 11,200କୋଟିର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
2. 26/11 ବାର୍ଷିକୀରେ ଆଉ ଏକ ଆକ୍ରମଣ ପାଇଁ ଯୋଜନା କରିଥିଲା ଜୈଶ, ମୋଦିଙ୍କ ସମୀକ୍ଷା ବୈଠକ ଆରମ୍ଭ
26/11 କୁ ବର୍ଷେ ପୂରଣ ଅବସରରେ ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ନାଗରୋଟା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀ । ଯାହାକୁ ନେଇ ମୋଦିଙ୍କ ସମୀକ୍ଷା ବୈଠକ ଆରମ୍ଭ ।
3. ମଝିରାସ୍ତାରେ ଅପେକ୍ଷା କରିଥିଲା ମୃତ୍ୟୁ, ଏକାଠି ଆଖି ବୁଜିଲେ 14
ଉତ୍ତରପ୍ରଦେଶ ପ୍ରତାପଗଡରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 6 ଶିଶୁ ସମେତ 14 ଜଣ ପ୍ରାଣ ହରାଇଛନ୍ତି । ଏହି ଛାତିଥରା ଦୁର୍ଘଟଣା ସମସ୍ତଙ୍କୁ ନିର୍ବାକ କରିଦେଇଛି ।
4. ସୋନିଆଙ୍କୁ ଦିଲ୍ଲୀ ମନା, ରାହୁଲଙ୍କ ସହ ଗଲେ ଗୋଆ
କଂଗ୍ରେସ ପାର୍ଟି ସୂତ୍ର ଅନୁଯାୟୀ, ଦିଲ୍ଲୀର ଭୟଙ୍କର ପ୍ରଦୂଷଣରୁ ବର୍ତ୍ତିବା ପାଇଁ ସୋନିଆ କିଛି ଦିନ ପାଇଁ ଗୋଆରେ ଛୁଟି କାଟିବେ ।
5. ଭାଙ୍ଗିଲା 14 ବର୍ଷର ରେକର୍ଡ, ଚଳିତ ମାସ ଦିଲ୍ଲୀରେ ହାଡଭଙ୍ଗା ଶୀତ
ଆଇଏମଡି ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀ ଶୁକ୍ରବାର ଦିନ ସର୍ବନିମ୍ନ 7.5 ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯାହା ଅତିକମରେ ଦୀର୍ଘ 14 ବର୍ଷର ରେକର୍ଡକୁ ଭାଙ୍ଗିଛି ।
6. କୋର୍ଟରେ A4 ସାଇଜ ପେପର ବ୍ୟବହାରକୁ ନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା
କର୍ଣ୍ଣାଟକ ହାଇକୋର୍ଟ ଗତ ବର୍ଷ ଏକ ପ୍ରସ୍ତାବ ପାରିତ କରିଥିଲେ । ଯେଉଁଥିରେ କୋର୍ଟ ପ୍ରକ୍ରିୟା ପାଇଁ A4 ସାଇଜ ପେପର ବା କାଗଜ ବ୍ୟବହାର କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା ।
7. ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନଜର ରଖିବ କଂଗ୍ରେସ: 3 କମିଟି ଗଠିତ, ମନମୋହନଙ୍କୁ ଦାୟିତ୍ବ
ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି 3ଟି କମିିଟି ଗଠନ କରିଛନ୍ତି।
8. ମଣିପୁର ପୋଲିସକୁ ବଡ ସଫଳତା, 2320 କୋଟି ମୂଲ୍ୟର ଡ୍ରଗ୍ସ ଜବତ
ଆସାମ ରାଇଫଲ୍ସ ଓ ମଣିପୁର ପୋଲିସକୁ ବଡ ସଫଳତା ମିଳିଛି । ଦୁଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ 2320 କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି ।
9. ଏସସିବି ପାଇଁ ଜାରି ରହିଛି ଉଚ୍ଛେଦ, ବଦଳିଯିବ ଛତ୍ରବଜାର ରୂପରେଖ
ଏସସିବି ସଂଯୋଗୀକରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଏବେ ମାତୃଭବନ ଓ ଛତ୍ରବଜାର ରୋଡ଼ ମ୍ୟାପ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା ।
10. ରାଜଧାନୀର ବୁଲାଗୋରୁଙ୍କ ଠିକଣା ଜାମୁକୋଳି ପଶୁ ମଙ୍ଗଳ କେନ୍ଦ୍ର, ଜଣଙ୍କ ପିଛା 100 ଖର୍ଚ୍ଚ
ରାଜଧାନୀର ବୁଲାଗୋରୁଙ୍କ ଠିକଣା ଜାମୁକୋଳି ପଶୁ ମଙ୍ଗଳ କେନ୍ଦ୍ର । ଜଣଙ୍କ ପିଛା ଖର୍ଚ୍ଚ ହେଉଛି 100 ଟଙ୍କା ।