ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM; ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 23, 2020, 5:05 PM IST

1. ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ସ୍ଥାନାନ୍ତରିତ ହୋଇଛନ୍ତି 63 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ

କୋରୋନା ସମୟରେ ଚାଲିଛି ସଂସଦ ଅଧିବେଶନ । ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ବିରୋଧୀ ପଚାରୁଥିବା ଲିଖିତ ପ୍ରଶ୍ନର ଉତ୍ତର ଦେଉଛନ୍ତି ସରକାର ।

2. କାଶ୍ମୀରରେ ପ୍ରାୟ 16 ଲକ୍ଷରୁ ଊର୍ଦ୍ଧ୍ବ ବାସିନ୍ଦାଙ୍କୁ ଡୋମିସାଇଲ ସାର୍ଟିଫିକେଟ୍

କୋରୋନା ସମୟରେ ଚାଲିଛି ସଂସଦ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିରୋଧୀ ପଚାରୁଥିବା ଲିଖିତ ପ୍ରଶ୍ନର ଉତ୍ତର ଦେଉଛନ୍ତି ସରକାର ।

3. ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟସଭା ସାଇନ ଡାଏ ଘୋଷଣା

କୋରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ସାଇନ ଡାଏ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ।

4. ସଦର ଉପନିର୍ବାଚନ ପାଇଁ ସଜାଗ ବିଜେଡି, ରବୀନ୍ଦ୍ର ହେବେ କି ପ୍ରାର୍ଥୀ ?

ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ଉଷ୍ଣତା ବଢିଲାଣି। ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ନେତା ଓ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି ।

5. କୋଭିସିଲ୍ଡ ଭ୍ୟାକ୍ସିନ ପାଇଁ ଟ୍ରାଏଲ ଆରମ୍ଭ କଲା KEM ହସ୍ପିଟାଲ

ବୁଧବାର ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ (କେଇଏମ) ହସ୍ପିଟାଲରେ ଅକ୍ସଫୋର୍ଡ କୋଭିସିଲ୍ଡ ଟିକାର ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

6. ଅନ୍ଧବିଶ୍ବାସ ଦୂର ଦିଗରେ ବଡ ପ୍ରୟାସ, ଶ୍ମଶାନ ସାଜିଛି ‘ଇନ୍ଦ୍ରଭୁବନ’

ଭଳିକି ଭଳି ଫୁଲ ଗଛ, ଅନେକ ଔଷଧୀୟ ବୃକ୍ଷର ସମ୍ଭାର ସାଙ୍ଗକୁ ମନଲୋଭା ଶୋଭାରାଜି । ଆଉ ତା ମଧ୍ୟରେ ଆସି ପ୍ରାତଃ ପ୍ରାଣାୟମ ଏବଂ ଯୋଗ କରୁଛନ୍ତି ଯୁବକ ଠୁ ବୃଦ୍ଧ । କର୍ମ ଜଞ୍ଜାଳର ଜର୍ଜରିତ ଯନ୍ତ୍ରଣା ଭିତରୁ ଶାନ୍ତ ଶୀହରଣର ସ୍ବଦେଶୀ ସଞ୍ଜୀବନି ପାଇବାକୁ ଧାଇଁ ଆସନ୍ତି ସଭିଏଁ । ଆପଣ ନିଶ୍ଚେ ଭାବୁଥିବେ, ଏହା କୌଣସି ଏକ ସୁଶୋଭିତ ପାର୍କ କିମ୍ବା ପର୍ଯ୍ୟଟନ ସ୍ଥଳୀ । ତେବେ ଏହା ହେଉଛି ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗ୍ରାମର ଶ୍ମଶାନ । ଯାହା ଏବେ ସୃଷ୍ଟି କରୁଛି ଇନ୍ଦ୍ରଭୁବନର ଭ୍ରମ ।

7. ବିଭିନ୍ନ ଦାବି ନେଇ ମିଳିତ ଶ୍ରମିକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

8. ଆମାଜନରେ ଯୋଡି ହେଲା 4 ନୂଆ ଭାଷା, ଅଧିକ ସେଲ ପାଇଁ ଲକ୍ଷ୍ୟ

ଆମାଜନ ଇଣ୍ଡିଆରେ ଚାରୋଟି ଭାଷା କନ୍ନଡ, ମାଲାୟଲମ, ତେଲୁଗୁ ଓ ତାମିଲରେ ଏବେ ସପିଂ କରିବାର ସୁବିଧା ପାଇବେ ଅନ ଲାଇନ ଗ୍ରାହକ ।

9. ପ୍ରବଳ ବର୍ଷା କାରଣରୁ ବମ୍ବେ ହାଇକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ

ବମ୍ବେ ହାଇକୋର୍ଟ ବୁଧବାର ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ଯ୍ୟ ହୋଇଥିବା ଶୁଣାଣି ସ୍ଥଗିତ ରଖିଛନ୍ତି।

10. ଆଇପିଏଲ ସମର: ଆଜି ଡିଫେଣ୍ଡିଂ ଚମ୍ପିଆନକୁ ଭେଟିବ ଦୁଇଥରର ଚମ୍ପିଆନ

ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ଆଜି ପଡିଆକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ଚଳିତ ସିଜନର ପ୍ରଥମ ମ୍ୟାଚକୁ ବି କବଜା କରିବାକୁ ତୟାର ଦୁଇଥରର ଚମ୍ପିଆନ କୋଲକତା ନାଇଟରାଇଡର୍ସ । ଆବୁଧାବିର ଶେଖ ଜୟଦ ଷ୍ଟାଡିୟମରେ ଖେଳାଯିବ ଲିଗର 5ମ ମ୍ୟାଚ । ଆଉ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଟିମର ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.